Author: madhulekha

ଶୀତଦିନରେ ମାର୍କେଟରେ ମୂଳା ବହୁତ ମାତ୍ରାରେ ମିଳିଥାଏ । ମୂଳାକୁ ପ୍ରତ୍ୟେକ ଘରେ ବିଭିନ୍ନ ଉପାୟରେ ବ୍ୟବହାର କରାଯାଏ । ସେ ଭଜା ହେଉ କି ଡାଲମା, ସବୁ ଖାଦ୍ୟର ସ୍ୱାଦକୁ ମୂଳା ବଢ଼ାଇ ଦେଇଥାଏ । କିଛି ଲୋକ ଏହାକୁ ସାଲାଡ୍ ଭାବେ ଖାଉଥିବାବେଳେ ଆଉ କିଛି ଲୋକ ମୂଳା ଖାଇବାକୁ ପସନ୍ଦ କରିନଥାନ୍ତି । ଏଥିରେ ଅନେକ ଔଷଧୀୟ ଗୁଣ ରହିଛି । ଯାହା ପେଟର ଗ୍ୟାସ୍ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ।ମୂଳାରେ ବହୁ ମାତ୍ରାରେ ଭିଟାମିନ ସି, ଭିଟାମିନ୍ ବି୬,ମ୍ୟାଗ୍ନେସିୟମ୍,ଫସଫରସ୍,ଆଇରନ୍, କ୍ୟାଲସିୟମ୍ ସମେତ ଅନେକ ପୁଷ୍ଟିକର ତତ୍ତ୍ବ ପ୍ରଚୁର ପରିମାଣରେ ରହିଛି ।ମୂଳା ଅନ୍ତନଳୀ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କୋଷ୍ଠକାଠିନ୍ୟ ଦୂର କରିବା ପାଇଁ ମୂଳା ସେବନ କରିବା ଉତ୍ତମ ବିକଳ୍ପ ଅଟେ । ମୂଳା ଖାଇବା ଦ୍ବାରା ରକ୍ତକୁ ମଧ୍ୟ ପରିଷ୍କାର କରିବାରେ ସାହାଯ୍ୟ କରିଥାଏ…

Read More

ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଅଞ୍ଚଳରେ ଥିବା ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରୁ ଶନିବାର ଏକ ୧୧ ଫୁଟ୍ ଲମ୍ବର ବିଶାଳ ଅହିରାଜ ସାପ ଉଦ୍ଧାର ହୋଇଛି। ଖବର ପାଇ ସ୍ନେକ ହେଲ୍ପଲାଇନ ସଦସ୍ୟ ରାମଚନ୍ଦ୍ର ସାହୁ ଓ ଜଗନ୍ନାଥ ସାହୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଅତି ସତର୍କତାର ସହ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଏକ ଧାନ ବିଲକୁ ଆଣି କାବୁ କରିଥିଲେ। ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

Read More

ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ କମେଡିଆନ୍ ଭାରତୀ ସିଂ । ଭାରତୀ ସିଂ ଦ୍ବିତୀୟ ଥର ପାଇଁ ମା’ ହୋଇଛନ୍ତି । ଶିଶୁପୁତ୍ରକୁ ଜନ୍ମଦେଇଛନ୍ତି ଭାରତୀ ।ଭାରତୀ ଡିସେମ୍ବର ୧୯ରେ ତାଙ୍କର ଦ୍ୱିତୀୟ ପୁତ୍ରକୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ଭାରତୀଙ୍କ ବଡ଼ ପୁଅ ଗୋଲାଙ୍କୁ ମଧ୍ୟ ଏକ ସାନ ଭାଇ ମିଳିଛନ୍ତି।ଭାରତୀ ଏବଂ ହର୍ଷଙ୍କୁ ସେଲିବ୍ରିଟି ଏବଂ ଫ୍ୟାନ୍ସ ଶୁଭେଚ୍ଛା ଜଣାଇଛନ୍ତି । ଦମ୍ପତିଙ୍କ ଘରେ ଖୁସିର ମାହୋଲ ରହିଛି । ଭାରତୀ ୨୦୧୭ରେ ବିବାହ କରିଥିଲେ । ୨୦୨୨ରେ ଭାରତୀଙ୍କ ପୁଅ ଗୋଲା(ଲକ୍ଷ୍ୟ)ଜନ୍ମ ନେଇଥିଲା । ପ୍ରଥମ ପିଲା ପରେ ଦ୍ବିତୀୟ ପିଲା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଭାରତୀ । କିନ୍ତୁ ଭାରତୀ ପୁଅ ପରେ ଝିଅ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ଭାରତୀଙ୍କ ଆଶାରେ ପୂରଣ ହୋଇପାରିନାହିଁ ।ଭାରତୀଙ୍କ ପାଖରେ ମୋଟ୍‌ ୩୦ କୋଟି ଟଙ୍କାର ସମ୍ପତ୍ତି ଅଛି। ଭାରତୀ ଯେକୌଣସି କମେଡି ଶୋ’…

Read More

ପରଲୋକରେ ଦିଗ୍ଗଜ ମାଲାୟଲମ ଅଭିନେତା । ୬୯ ବର୍ଷ ବୟସରେ ତ୍ୟାଗ କରିଛନ୍ତି ଶେଷ ନିଶ୍ୱାସ । ବରିଷ୍ଠ ଅଭିନେତା, ଚିତ୍ରନାଟ୍ୟ ଲେଖକ, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଶ୍ରୀନିବାସନଙ୍କର ୬୯ ବର୍ଷ ବୟସରେ ପରଲୋକ ହୋଇଯାଇଛି ।ସେ କୁନୁରର ମୂଳ ବାସିନ୍ଦା ହୋଇଥିବା ବେଳେ ଗତ କିଛି ବର୍ଷ ଧରି କୋଚିରେ ରହୁଥିଲେ। ସେ ତାଙ୍କ କ୍ୟାରିଅରରେ ଅନେକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ସେ ଜଣେ ପ୍ରଫୁଲ୍ଲ ଅଭିନେତା ହେବା ସହିତ, ଶ୍ରୀନିବାସନ ଜଣେ ନିର୍ଦ୍ଦେଶକ ଏବଂ ଲେଖକ ମଧ୍ୟ ଥିଲେ । ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶ୍ରୀନିବାସନ ୧୯୭୬ ମସିହାରେ ଚଳଚ୍ଚିତ୍ର ମଣିମୁଝାକ୍କମ୍ ସହିତ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ଶ୍ରୀନିବାସନ ତାଙ୍କ ସିନେମା ଐତିହ୍ୟ ସହିତ ଏକ ବଡ଼ ପରିବାର ଛାଡି ଯାଇଛନ୍ତି ।। ତାଙ୍କ ଚଳଚ୍ଚିତ୍ରଗୁଡ଼ିକ ସାଧାରଣ ଲୋକଙ୍କ ସମସ୍ୟାର ହାଲୁକା ଚିତ୍ରଣ ପାଇଁ ଜଣାଶୁଣା ଥିଲା। ତାଙ୍କର ଅଭିନୟ ଏତେ ପ୍ରାମାଣିକ…

Read More

ଘନ କୁହୁଡ଼ି ପାଇଁ ସତର୍କ ରହିବାକୁ ସଡ଼କ ବ୍ୟବହାରକାରୀଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ଦେଲା ପରାମର୍ଶ । ଆରଟିଓଙ୍କୁ ଦୁର୍ଘଟଣା ନିବାରଣ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଲା ବିଭାଗ । ଘନ କୁହୁଡ଼ିର ଆଶଙ୍କା ଥିବା ୬ଟି ଜିଲ୍ଲାରେ ବ୍ୟାପକ ହେବ ସଚେତନତା ଏବଂ ଏନଫୋର୍ସମେଣ୍ଟ କାର୍ଯ୍ୟକ୍ରମ ।ଏହି ୬ ଜିଲ୍ଲା ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଏବଂ ସମ୍ବଲପୁର।ସୂଚନା ଅନୁସାରେ, ସୁରକ୍ଷିତ ଯାତ୍ରା ପାଇଁ ମଧ୍ୟ ଏକ ମାର୍ଗଦର୍ଶିକାରେ ଜାରି କରାଯାଇଛି। ଯେଉଁଥିରେ ଦୃଶ୍ୟମାନତା ଅନୁସାରେ ଧୀର ଗତିରେ ଗାଡ଼ି ଚାଳନା, ଲୋ-ବିମ୍ ହେଡଲାଇଟ୍ ବ୍ୟବହାର କରିବା, ସାମ୍ନାରେ ଥିବା ଗାଡ଼ିଠୁ ନିରାପଦ ଦୂରତା ବଜାୟ ରଖିବା, ପାର୍କିଂ ଲାଇଟ୍ ଏବଂ ଟେଲ୍ ଲାଇଟ୍ ସଠିକ ଭାବେ ଚାଲୁ ରଖିବା, ଘାଟି ତଥା ମୋଡ଼ରେ ସାବଧାନତା ସହ ଆଗକୁ ବଢ଼ିବା, ଯଦି ଦୃଶ୍ୟମାନତା କମ୍ ହୁଏ ତେବେ ଗାଡ଼ି ନ ଚଳାଇ ସୁରକ୍ଷିତ ସ୍ଥାନରେ…

Read More

ଓଡ଼ିଶା କେନେଲ କ୍ଲବ୍‌ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ଡଗ୍‌ ସୋ । ଏଥିରେ ୩୦ରୁ ଅଧିକ ପ୍ରଜାତିର କୁକୁର ଭାଗ ନେଇଛନ୍ତି । ଭାରତୀୟ ବ୍ରିଡ୍‌କୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଲକ୍ଷ୍ୟରେ ଆୟୋଜିତ ହେଉଛି ଏ ଡଗ୍ ସୋ । ପ୍ରତିଯୋଗିତାରେ ଭଳିକି ଭଳି କୁକୁର ଦର୍ଶକଙ୍କ ମନ ଜିଣୁଛନ୍ତି। ଏଥିରେ ମୁଖ୍ୟ ଆକର୍ଶଣ ପାଲଟିଛି ରେଶମ କୁକୁର । ଏହା ଥାଇଲାଣ୍ଡର ବ୍ରିଡର ହୋଇଥିବା ବେଳେ ଏହାକୁ ରଖିଛନ୍ତି କୋଲକାତାର ଶୋଫିଆ । ପ୍ରତିଯୋଗିତାରେ ସାମିଲ ହେବା ପାଇଁ ଭୁବନେଶ୍ବର ଆସିଛିି । କେବଳ ରେଶମ ନୁହେଁ ସେହି ପ୍ରଜାତିର ଆଉ ଏକ କୁକୁର ମଧ୍ୟ ସମସ୍ତଙ୍କୁ ବେଶ ଆକର୍ଷିତ କରିଛି। ଯାହାର ମୁଣ୍ଡରେ 3ରୁ 4ଟି ବେଣି କରାଯାଇଛି ଓ ରବରରେ ବନ୍ଧାଯାଇଛି । ଏହି ସୋ’ ରେ ସବୁଠୁ କୁନି ଡଗ ହେଉଛି ଟୟେ ପୋମେରାନିଆନ୍ । ଏହି କୁକୁରକୁ ଦେଖିଲେ ଲାଗୁଛି ଯେମିତି…

Read More

ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର (PUCC) ନ ଥିଲେ ପେଟ୍ରୋଲ କିମ୍ବା ଡିଜେଲ ମିଳିବ ନାହିଁ ବୋଲି ତୈଳ କମ୍ପାନୀମାନଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଚିଠି ଲେଖାଯାଇଛି।ଫଳରେ ଯେଉଁମାନଙ୍କ ନିକଟରେ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ନ ଥିବ, ସେମାନଙ୍କୁ ମିଳିବନି ପେଟ୍ରୋଲ, ଡିଜେଲ। ପେଟ୍ରୋଲ ପମ୍ପଗୁଡ଼ିକରେ ଇନ୍ଧନ ଭରିବା ସମୟରେ ପ୍ରଦୂଣଷ ପ୍ରମାଣପତ୍ର ଯାଞ୍ଚ ହେବ। ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ସଂସ୍ଥା (ଏସଟିଏ) ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।ସେହିଭଳି ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ମଧ୍ୟ ବ୍ୟବସ୍ଥା ରହିଛି। ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚକୁ ଗୁରୁତ୍ୱ ଦେଇ ସମସ୍ତ ଟୋଲଗେଟ୍ ରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମୋଟର…

Read More

ମନରେଗା ଯୋଜନାର ନାମ ପରିବର୍ତ୍ତନ କରି ‘ବିକଶିତ ଭାରତ ଜି-ରାମ ଜି’ (VB-G RAM-G) କରିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ମୋଦୀ ସରକାର ମନରେଗା ଉପରେ ବୁଲଡୋଜର ଚଲାଇ ଗରିବଙ୍କ ସ୍ୱାର୍ଥ ଉପରେ ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସରକାର ଭୂମିଗତ ବାସ୍ତବତାଠାରୁ ଦୂରରେ ଦିଲ୍ଲୀରେ ବସି କିଏ ନିଯୁକ୍ତି ପାଇବ, କେତେ, କେଉଁଠି ଏବଂ କେଉଁ ଢଙ୍ଗରେ ନିଯୁକ୍ତି ପାଇବ ତାହା ସ୍ଥିର କରିବେ ।ସୋନିଆ ଗାନ୍ଧୀ କହିଛନ୍ତି ଯେ, “ମୋତେ ଏବେ ବି ମନେ ଅଛି, ୨୦ ବର୍ଷ ପୂର୍ବେ, ଯେତେବେଳେ ଡକ୍ଟର ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲେ, ସେତେବେଳେ ସଂସଦରେ ମନରେଗା ଆଇନ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ଏହା ଏତେ କ୍ରାନ୍ତିକାରୀ ପଦକ୍ଷେପ ଥିଲା ଯେ କୋଟି କୋଟି ଗ୍ରାମୀଣ ପରିବାର ଏଥିରୁ ଉପକୃତ ହୋଇଥିଲେ । ଏହା…

Read More

ବିଷ ପାଲଟିଲାଣି ରାଜଧାନୀର ବାୟୁ । ଭୁବନେଶ୍ୱରରେ ୩୦୦ ଟପୁଛି ବାୟୁ ଗୁଣବତ୍ତା ସୂଚକାଙ୍କ ମାନ । ଦୁଇ ସପ୍ତାହ ଧରି ବଢ଼ି ବଢ଼ି ଚାଲିଛି ବାୟୁ ପ୍ରଦୂଷଣ । ଆଜି ଭୁବନେଶ୍ୱରରେ ଦିନ ୧.୧୩ ବେଳକୁ ଏକ୍ୟୁଆଇ ୩୪୮ ରହିଥିଲା ଯାହା ଚିନ୍ତାର କାରଣ ପାଲଟିଛି । ନିଶ୍ୱାସରେ ବିଷ ନେଉଛନ୍ତି ଯାହା ଶରୀରକୁ ଯାଇ ରକ୍ତରେ ମିଶି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି । ସହରା଼ଞ୍ଚଳରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି । ଏହା ନିୟନ୍ତ୍ରଣ ଠିକ ଭାବେ ହୋଇପାରୁନି ।ଏକ୍ୟୁଆଇ ସମ୍ପର୍କରେ ବିଭିନ୍ନ ଛକରେ ଲଗାଯାଇଥିବା ଡିଜିଟାଲ ବୋର୍ଡରେ ଏନେଇ ବାରମ୍ବାର ଉଲ୍ଲେଖ କରାଯିବାରୁ ସହରବାସୀ ଚିନ୍ତିତ ହୋଇପଡ଼ିଛନ୍ତି । ଦିନେ କି ଦୁଇଦିନ ନୁହେଁ, ବରଂ ଦୁଇ ସପ୍ତାହ ହେଲା ସହରର ବାୟୁ ପ୍ରଦୂଷଣ ବୃଦ୍ଧି ପାଇଥିଲେ ମଧ୍ୟ ରୋକିବା ଦିଗରେ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ । ରାଜ୍ୟ…

Read More

ମାଓବାଦୀଙ୍କୁ ଧରାଇ ଦେବା ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର ଘୋଷଣା । ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ମୋଟ୍ ୮ କୋଟି ୪୦ ଲକ୍ଷର ପୁରସ୍କାର ରଖାଯାଇଛି । ବୌଦ୍ଧ ପୋଲିସ ପକ୍ଷରୁ ବିଭିନ୍ନ ଉପାନ୍ତ ଅଞ୍ଚଳରେ ଲାଗିଲା ପୋଷ୍ଟର । ପୋଷ୍ଟରରେ ମାଓବାଦୀଙ୍କ ନାଁ, ଫଟୋ ସହ ପୁରସ୍କାର ରାଶି ଉଲ୍ଲେଖ କରିଛି । ଯେଉଁ ବ୍ୟକ୍ତି ମାଓବାଦୀଙ୍କ ସମ୍ପର୍କରେ ପ୍ରଶାସନକୁ ଖବର ଦେବାକୁ ଚାହାନ୍ତି ସେମାନେ ୯୪୩୭୬୭୩୮୩୯ (9437673839) ନମ୍ବରରେ ଯୋଗାଯୋଗ କରିପାରିବେ । ପ୍ରଶାସନ ମାଓବାଦୀଙ୍କ ତଥ୍ୟ ଦେଇଥିବା ବ୍ୟକ୍ତିଙ୍କ ନାମକୁ ଗୋପନ ରଖିବ ।

Read More