ଉତ୍ତରାଖଣ୍ଡ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ତଥା କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଧାର୍ମିକ ସ୍ଥଳରେ ରିଲ୍ ଏବଂ ବ୍ଲଗ କରିବା ନେଇ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି, ଚଳିତ ବର୍ଷ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ମନ୍ଦିର ଭିତରେ ମୋବାଇଲ ନିଷେଧ କରିବାକୁ ନିଷ୍ପତ୍ତି ନିଆଯାଇଛି।ଏହି ନିଷ୍ପତ୍ତି ନେବା ଦ୍ବାରା ବିବାଦକୁ ରୋକିବା ସହିତ ଭକ୍ତମାନେ ସମ୍ପୂର୍ଣ୍ଣ ଭକ୍ତି ଏବଂ ଏକାଗ୍ରତାର ସହିତ ତୀର୍ଥଯାତ୍ରା କରିପାରିବେ ।
ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ମନ୍ଦିର ଭିତରେ ମୋବାଇଲ ନିଷେଧ
By madhulekha1 Min Read
