ବେଟିଂ ଓ ଗ୍ୟାମ୍ବଲିଂ ୱେବସାଇଟ ବିରୋଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର । ୨୪୨ଟି ବେଟିଂ ଓ ଗ୍ୟାମ୍ବଲିଂ ୱେବସାଇଟ ଲିଙ୍କ ବ୍ଲକ କରିଛନ୍ତି କେନ୍ଦ୍ର ସରକାର । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୭୮୦୦ ବେଆଇନ ୱେବ ସାଇଟ ବ୍ଲକ କରି ସାରିଲେଣି କେନ୍ଦ୍ର ସରକାର । ଅନଲାଇନ ଗେମିଙ୍ଗ ଆକ୍ଟ ଲାଗୁହେବା ପରଠାରୁ ସରକାର ଏହି ସାଇଟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।
୨୪୨ଟି ବେଟିଂ ୱେବସାଇଟ ବ୍ଲକ କଲେ କେନ୍ଦ୍ର ସରକାର
By madhulekha1 Min Read
