ପୁରୀରେ ସାଉଥ ସୁପରଷ୍ଟାର ପତ୍ନୀଙ୍କ ସହ କଲେ ଜଗନ୍ନାଥ ଦର୍ଶନ । ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଜୟ ଜଗନ୍ନାଥ ନାମ ନେଇଥିଲେ ନାଗା ଚୈତନ୍ୟ । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସହ ବଲିଉଡରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ତାଙ୍କ ବାପା ନାଗାର୍ଜୁନ ମଧ୍ୟ ସୁପରଷ୍ଟାର ଭାବେ ବେଶ ପରିଚିତ । ପ୍ରଥମ ପତ୍ନୀ ସମାନ୍ଥା ରୁଥ ପ୍ରଭୁଙ୍କ ସହ ବିବାହ ବିଚ୍ଛେଦ ପରେ ସୋଭିତାଙ୍କୁ ସେ ଦ୍ବିତୀୟ ବିବାହ କରିଛନ୍ତି ।
ପୁରୀରେ ସାଉଥ୍ ସୁପରଷ୍ଟାର ନାଗା ଚୈତନ୍ୟ
By madhulekha1 Min Read
