ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ମୃତ୍ୟୁ ୨୭ ଜୁନ୍, ୨୦୨୫ରେ ହୃଦଘାତ ଯୋଗୁ ହୋଇଥିଲା।ତାଙ୍କ ସ୍ୱାମୀ ପରାଗ ତ୍ୟାଗୀ ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ଦୁଃଖରୁ ବାହାରି ପାରି ନାହାଁନ୍ତି। ପରାଗ ପ୍ରାୟତଃ ସୋସିଆଲ ମିଡିଆରେ ଶେଫାଳିଙ୍କ ସହ ତାଙ୍କ ସ୍ମୃତିକୁ ସେୟାର କରୁଛନ୍ତି। ସେଫାଳିଙ୍କ ବ୍ୟତୀତ ଜୀବନ କାଟିବା ତାଙ୍କ ପାଇଁ ଯେମିତି ଖୁବ୍ କଷ୍ଟକର ହୋଇ ପଡ଼ିଛି। କିନ୍ତୁ ଏହାରି ଭିତରେ ପରାଗ ତ୍ୟାଗୀ ଶେଫାଳିଙ୍କ ମୃତ୍ୟୁକୁ ନେଇ ଏମିତି କିଛି ଦାବି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିକଟରେ ଅଭିନେତା ପରାଗ ତ୍ୟାଗୀ ପାରସ ଛାବ୍ରାଙ୍କ ସହ ଏକ ପୋଡକାଷ୍ଟରେ ନଜର ଆଶିଥିଲେ। ଯେଉଁଥିରେ ସେ ଦାବି କରିଛନ୍ତି ଯେ ଶେଫାଳି ଜରିୱାଲାଙ୍କୁ କଳା ଯାଦୁ କରାଯାଇଥିଲା।
ବ୍ଲାକ୍ ମ୍ୟାଜିକ ଯୋଗୁ ହୋଇଥିଲା ଶେଫାଳି ଜରିୱାଲାଙ୍କ ମୃତ୍ୟୁ? ସ୍ୱାମୀ ପରାଗ ତ୍ୟାଗୀ
By madhulekha1 Min Read
