ଡିସେମ୍ବର ୩୧ ରେ ମାତ୍ର ୩ ଘଣ୍ଟା ନିଦ୍ରା ଯିବେ ଶ୍ରୀଜିଉ । ଡିସେମ୍ବର ୩୧ ତାରିଖରେ ରାତି ୧୧ ଟାରେ ପହୁଡ ହୋଇ ରାତ୍ର ୨ ଟାରେ ଦ୍ୱାର ଫିଟିବ । ଛତିଶାନିଯୋଗ ଓ ନୀତି ସବକମିଟି ବୈଠକର ଅନୁମୋଦିତ ନୀତି ନିଷ୍ପତ୍ତି ଅନୁସାରେ ମହାପ୍ରଭୁଙ୍କ ହେବ ନୀତିକାନ୍ତି । ଜାନୁୟାରୀ ୧ ତାରିଖ ଦିନ ବାହାର କାଠ ଦର୍ଶନ ହେବ । ଡିସେମ୍ବର ୩୧ ରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ଭିଡ ରହିବା ସମ୍ଭାବନା ରହିଛି ।
ଡିସେମ୍ବର ୩୧ ରେ ମାତ୍ର ୩ ଘଣ୍ଟା ନିଦ୍ରା ଯିବେ ଶ୍ରୀଜିଉ
By madhulekha1 Min Read
