ରଜନୀକାନ୍ତଙ୍କ ଫିଲ୍ମରେ ଶାହାରୁଖ ଖାଁ ଅଭିନୟ କରିବାକୁ ଯାଉଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଛି । ତେବେ ସିଟି ସିନେମାକୁ ଦେଇଥିବା ଏକ ସାକ୍ଷାତକାରରେ ନିଜର କ୍ୟାରିୟର ବିଷୟରେ ଆଲୋଚନା କରିବା ସହ ମିଥୁନ ଦା, ତାମିଲ ଫିଲ୍ମରେ ତାଙ୍କର ଭୂମିକା ବିଷୟରେ ସଙ୍କେତ ଦେଇଥିଲେ।ପୂର୍ବରୁ ମୋହନଲାଲ, ଶାହାରୁଖ, ରମ୍ୟା କ୍ରିଷ୍ପନ ଓ ଶିବ ରାଜକୁମାରଙ୍କ ନାମ ମଧ୍ୟ ସେ ଘୋଷଣା କରିଥିଲେ । ୨୦୨୩ରେ ରିଲିଜ ହୋଇଥିବା ଜେଲର ଫିଲ୍ମ ଯେଉଁଠାରେ ଶେଷ ହୋଇଥିଲା ତା ପରେ ସେଠାରୁ କାହାଣୀ ଆଗକୁ ବଢ଼ିବ । ଏଥର ଏହାକୁ ଭବ୍ୟ ଆକାରରେ ପ୍ରସ୍ତୁତ କରିବା ଲକ୍ଷ୍ୟରେ ମେକର୍ସ ରହିଛନ୍ତି ।
ରଜନୀକାନ୍ତଙ୍କ ସହ ପ୍ରଥମ ଥର ଫିଲ୍ମ ‘ଜେଲର-୨’ରେ ନଜର ଆସିବେ ଶାହରୁଖ
By madhulekha1 Min Read
