ରବାଜ ଖାନଙ୍କ ଗୋଟିଏ ଡ୍ୟାନ୍ସ ଭିଡିଓ ବର୍ତ୍ତମାନ ଖୁବ୍ ଜୋରରେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯେଉଁଥିରେ ତାଙ୍କୁ ‘ ଏକ୍ ଦୋ ତିନ୍’ଠାରୁ ଆରମ୍ଭ କରି ‘ଚୁମ୍ମା ଚୁମ୍ମା ଦେ ଦେ’ ଏବଂ ‘ ଓଲେ ଓଲେ’ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ସ୍ତ୍ରୀ ଶୁରା ଖାନ୍ ତାଙ୍କ ବିବାହ ବାର୍ଷିକୀ ଅବସରରେ କରିଥିଲେ ।ଭିଡିଓ ସେୟାର କରିବା ସହିତ ସେ ଲେଖିଛନ୍ତି ଯେ, ‘‘ଗୋଟିଏ ବର୍ଷ ହେବ କେତେବେଳେ ବି ବୋରିଂ ମୁହୂର୍ତ୍ତ ନଥାଏ, ଏହା ମୁଁ ବଢେଇ ଚଢେଇ କି କହୁନାହିଁ ।’’ ସେ ଏହା ମଧ୍ୟ କହିଛନ୍ତି ଯେ, ଅରବାଜ ତାଙ୍କ ପାଇଁ ଜଣେ ଏଣ୍ଟରଟେନର ଏବଂ ରବାଜଙ୍କୁ ବିବାହ ବାର୍ଷିକୀ ଶୁଭେଚ୍ଛା ଜଣାଇଛନ୍ତି ।
‘ଏକ୍ ଦୋ ତିନ୍’ ଗୀତରେ ଝୁମିଲେ ଅରବାଜ ଖାନ ! ଭିଡିଓ ସେୟାର କଲେ ଶୁରା ଖାନ୍
By madhulekha1 Min Read
