ଟିଟିଲାଗଡ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବାକୁ ଆସି ହ୍ୟୁମାନଙ୍କ ମା’ଙ୍କୁ ଭେଟିଲେ ଅନୁଭବ। ହ୍ୟୁମାନଙ୍କ ବିନା ସିନେ ଜଗତକୁ କଳ୍ପନା କରାଯାଇନପାରେ। ହ୍ୟୁମାନ ସାଗରଙ୍କ ମୃତ୍ୟୁ ଓଡିଶା ପାଇଁ କ୍ଷତି ହୋଇଛି କହିଲେ ଅନୁଭବ ।ଭେଟିବା ପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ହେବା ଉଟିତ୍। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଲିଖିତ ଅନୁରୋଧ କରିସାରିଛି। ତଦନ୍ତ କିଛି ଆଗେଇଛି, ଯେଉଁମାନେ ଦୋଷୀ ସେମାନେ ଦଣ୍ଡିତ ହୁଅନ୍ତୁ।
ହ୍ୟୁମାନ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ଅନୁଭବ ମହାନ୍ତିଙ୍କ ପ୍ରତିକ୍ରିୟା
By madhulekha1 Min Read
