ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ରାଜା ସାବ’ର ପ୍ରଥମ ସମୀକ୍ଷା ସାମ୍ନାକୁ ଆସିଛି । ଲୋକପ୍ରିୟ ନିର୍ଦ୍ଦେଶକ ମାରୁତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଜାନୁଆରୀ ୯ରେ ରିଲିଜ ହେବାକୁ ଯାଉଛି । ଏହି ହରର ଫିଲ୍ମରେ ପ୍ରଭାସ ଏକ ନିଆରା ଅନ୍ଦାଜରେ ନଜର ଆସିବେ । ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ବୋମନ ଇରାନୀ, ମାଲବିକା ମୋହନ, ନିଧି ଅଗ୍ରୱାଲ ଏବଂ ରିଦ୍ଧି କୁମାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।ଭାରତୀୟ ସିନେମା ଜଗତରେ ସବୁଠାରୁ ମହଙ୍ଗା ଫିଲ୍ମ । ୫୦୦ କୋଟି ବଜେଟରେ ଏହି ଫିଲ୍ମ ନିର୍ମାଣ କରାଯାଇଛି । ତେବେ ଟ୍ରେଲର ଜାରି ହେବା ପରେ ମଧ୍ୟ ଫିଲ୍ମ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ କୌଣସି ଚର୍ଚ୍ଚା ହେଉନାହିଁ । ଏପରି ସ୍ଥଳେ ଫିଲ୍ମ ୫୦୦ କୋଟି ଆୟ କରିପାରିବ କି ନାହିଁ, ତାହାକୁ ନେଇ ସନ୍ଦେହ ଉପୁଜିଛି ।
ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ରାଜା ସାବ’ । ଦର୍ଶକ ମଧ୍ୟରେ ଦ୍ଵନ୍ଦ
By madhulekha1 Min Read
