ଆସନ୍ତା ୨୪ ଘଣ୍ଟା ପାଇଁ ଅନୁଗୁଳ ଓ ଝାରସୁଗୁଡା ଏହି ୨ ଜିଲ୍ଲାକୁ ଶୀତ ଲହରୀ ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବୁଧବାର ଅନୁଗୁଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ ଝାରସୁଗୁଡା ୫ ଜିଲାକୁ ଓ୍ବାର୍ଣ୍ଣିଂ ରହିଥିବା ବେଳେ ୧୪ ତାରିଖରେ ଉପକୂଳ ଓଡ଼ିଶା ସମେତ ଏହି ୫ ଜିଲ୍ଲାରୁ ଶୀତ ଲହରୀ ପାଇଁ ସତର୍କତା କରାଇଛି ବିଭାଗ ।ବୁଧବାର ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ସୁନ୍ଦରଗଡ ଓ କୋରାପୁଟ ଏହି ୫ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।
ଆହୁରି ୩ ଦିନ ଯାଏ ରାଜ୍ୟରେ କୋଲ୍ଡ ୱେଭ୍ ବା ଶୀତ ଲହରୀ ଜାରି ରହିବ
By madhulekha1 Min Read
