କ’ଣ ଖାଇବାକୁ ଦେବେ? (What to Give)
- ମାଣ୍ଡିଆ ଜାଉ: କ୍ୟାଲସିୟମ୍ ଓ ଆଇରନ୍ରେ ଭରପୂର ।
- ସୁଜି ଉପମା/ଚୁଡ଼ା ସନ୍ତୁଳା: ପରିବା ପକାଇଲେ ଏହା ଅଧିକ ପୁଷ୍ଟିକର ହୁଏ ।
- ସିଝା ଅଣ୍ଡା ଓ କ୍ଷୀର: ପ୍ରୋଟିନ୍ ଏବଂ ହାଡ଼ର ମଜବୁତି ପାଇଁ ।
- ତାଜା ଫଳ: କଦଳୀ, ସେଓ ବା ପଣସ ପରି ଋତୁକାଳୀନ ଫଳ ।
- ଇଡଲି/ଚକୁଳି: ସହଜରେ ହଜମ ହୋଇଥାଏ ।
କ’ଣ ଦେବେ ନାହିଁ? (What to Avoid)
- ଅଧିକ ଚିନି ଥିବା ସିରିଏଲ୍ସ Sugary Cereals: ଏହା ପିଲାଙ୍କ ଦାନ୍ତ ଓ ସ୍ୱାସ୍ଥ୍ୟ ପାଇଁ ଖରାପ ।
- ପ୍ୟାକେଟ୍ ଜୁସ୍: ଏଥିରେ ପ୍ରିଜରଭେଟିଭ୍ ଏବଂ କୃତ୍ରିମ ମିଠା ଥାଏ ।
- ନୁଡୁଲ୍ସ/ଜଙ୍କ୍ ଫୁଡ୍: ଏଥିରେ କୌଣସି ପୋଷଣ ନଥାଏ ।
- ଚା’ ଓ କଫି: ୫ ବର୍ଷରୁ କମ୍ ପିଲାଙ୍କୁ ଏହା ଜମା ଦିଅନ୍ତୁ ନାହିଁ ।
- ନିଜ ପିଲାଙ୍କୁ ଘର ତିଆରି ସୁସ୍ଥକର ଖାଦ୍ୟ ଦିଅନ୍ତୁ ଏବଂ ସେମାନଙ୍କୁ ସୁସ୍ଥ ରଖନ୍ତୁ ।
