ମୁମ୍ବାଇର କଫ୍ ପ୍ୟାରେଡ୍ ଅଞ୍ଚଳରୁ ଏକ ଅମାନବୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୦ ବର୍ଷୀୟା ମୂକ ଓ ବଧିର ଯୁବତୀଙ୍କୁ ବଳାତ୍କାର ଓ ଗର୍ଭବତୀ କରିବା ଅଭିଯୋଗରେ ପୋଲିସ ନିଜ ବାପାକୁ ଗିରଫ କରିଛି। ଡିଏନଏ ପରୀକ୍ଷା ପରେ ଏହି ଜଘନ୍ୟ କାଣ୍ଡର ପର୍ଦ୍ଦାଫାଶ ହୋଇଛି।ମାର୍ଚ୍ଚରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୬ ମାସ ଧରି ଝିଅଟି ସହ ବାପା ଅପକର୍ମ କରି ଚାଲିଥିଲା । ମାମଲାରେ ପୋଲିସ ଝିଅର ବାପା ସହ ମୋଟ ୩ ଜଣଙ୍କୁ ଗିରଫ କରିଛି ।
ମୂକ ଓ ବଧିର ଝିଅକୁ ବଳାତ୍କାର କରି ଗର୍ଭବତୀ କଲା ଜନ୍ମକଲା ବାପା
By madhulekha1 Min Read
