ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର ।ଆଜି ସୁନା ଓ ରୂପା ଦରରେ ବଡ ହ୍ରାସ ଘଟିଛି । ୧୦ ଗ୍ରାମ୍ ସୁନାର ଦର ପୂର୍ବ ଦର ତୁଳନାରେ ୦.୬୧ ପ୍ରତିଶତ ହ୍ରାସ ପାଇଛି । ୧୦ ଗ୍ରାମ୍ ସୁନାର ମୂଳ୍ୟ ହ୍ରାସ ପାଇ ୧, ୩୮, ୨୩୦ ଟଙ୍କା ହୋଇଯାଇଛି । ସେହିପରି ରୂପା ମୂଲ୍ୟ ୧.୫୬ ପ୍ରତିଶତ ହ୍ରାସ ପାଇ ୨,୫୪.୭୭୬ (ପ୍ରତି କିଲୋଗ୍ରାମ) ଟଙ୍କା ହୋଇଛି ।
ଆଜି ସୁନା ଓ ରୂପା ଦରରେ ବଡ ହ୍ରାସ
By madhulekha1 Min Read
