Author: madhulekha

ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଇ-କେୱାସି ପ୍ରକ୍ରିୟା । ଇ-କେୱାସି ତର୍ଜମା ସମୟରେ ୬ ଲକ୍ଷ ୮୩ ହଜାର ୯୯୫ ମୃତ ବ୍ୟକ୍ତି ଚିହ୍ନଟ । ସେହିପରି ୩୩ ହଜାର ୧୨୮ ଅଯୋଗ୍ୟ ରାସନ କାର୍ଡ ବାତିଲ କରାଯାଇଛି, ଯାହାର ପରିବାର ସଦସ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୧୯୯ । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ ୪୭୪୭ ଜାଲ୍ ରାସନ କାର୍ଡ ଧରାପଡିଛି । ଗତବର୍ଷ ଜୁନ୍‌ରୁ ୧୫ ଲକ୍ଷ ୩୩ ହଜାର ୧୫୩ ଜଣ ଆବେଦନ କରିଛନ୍ତି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Read More

ପାନ ମସଲା ପ୍ୟାକେଜିଂକୁ ନେଇ ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଏବେ, ଯେକୌଣସି ଆକାର କିମ୍ବା ଓଜନର ପାନ ମସଲା ପ୍ୟାକେଟଗୁଡ଼ିକରେ ଖୁଚୁରା ବିକ୍ରୟ ମୂଲ୍ୟ ଏବଂ ଅନ୍ୟାନ୍ୟ ସମସ୍ତ ବାଧ୍ୟତାମୂଳକ ବିବରଣୀ ସ୍ପଷ୍ଟ ଭାବରେ ପ୍ରଦର୍ଶନ କରିବାକୁ ପଡିବ। ସୂଚନା ଅନୁଯାୟୀ, ଏହି ନିୟମ ଲିଗାଲ୍ ମାପ ବିଜ୍ଞାନ (ପ୍ୟାକେଜ୍ ହୋଇଥିବା ସାମଗ୍ରୀ) ନିୟମ, ୨୦୧୧ ଅଧୀନରେ ସଂଶୋଧନ କରାଯାଇଛି ଏବଂ ଏହା ୧ ଫେବୃଆରୀ, ୨୦୨୬ରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ। ଏହି ତାରିଖରୁ, ସମସ୍ତ ନିର୍ମାତା, ପ୍ୟାକର୍ସ ଏବଂ ଆମଦାନିକାରୀମାନେ ପାଳନ କରିବେ। ଏହି ସଂଶୋଧନ ଛୋଟ ପ୍ୟାକେଟ ଉପରେ ସର୍ବାଧିକ ପ୍ରଭାବ ପକାଇବ। ପୁରୁଣା ବ୍ୟବସ୍ଥା ଅନୁଯାୟୀ, ୧୦ ଗ୍ରାମ କିମ୍ବା ତା’ଠାରୁ କମ୍ ଓଜନର ଛୋଟ ପ୍ୟାକେଟଗୁଡ଼ିକୁ କିଛି ଘୋଷଣାରୁ ମୁକ୍ତ କରାଯାଇଥିଲା। ନୂତନ ବ୍ୟବସ୍ଥା ଅନୁଯାୟୀ, ଏହି ଛାଡ଼କୁ ଏବେ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନିଆଯାଇଛି। ଏବେ, ୧୦ ଗ୍ରାମ କିମ୍ବା ତା’ଠାରୁ କମ୍…

Read More

ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ବୁଧବାର ଓଡ଼ିଶାର ନୟାଗଡ଼ ଜିଲା ପୋଲିସ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ନୟାଗଡ଼ ପୋଲିସ୍ ଚାରି ଜଣ ବଙ୍ଗାଳୀ ଭାଷାଭାଷୀ ମୁସଲିମ୍ ବ୍ୟବସାୟୀଙ୍କୁ ବଳପୂର୍ବକ ରାଜ୍ୟରୁ ବାହାର କରିଦେଇଛି, ଯେଉଁମାନଙ୍କ ପାଖରେ ଭାରତୀୟ ନାଗରିକତାର ପ୍ରମାଣ (ଆଧାର ଓ ଭୋଟର ଆଇଡି) ଥିଲା।ବେଙ୍ଗଲରେ ଲକ୍ଷାଧିକ ଓଡ଼ିଆ ସ୍ନେହ ଓ ସମ୍ମାନର ସହ ରହୁଛନ୍ତି। ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ଆପଣଙ୍କୁ ମୂଲ୍ୟ ଦେବାକୁ ପଡ଼ିବ। ମହୁଆଙ୍କ ଟୁଇଟ୍‌ର କଡ଼ା ଜବାବ ରଖିଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ। ଜଣେ ସାଂସଦ ଏଭଳି କହିବା ଗ୍ରହଣୀୟ ନୁହେଁ କହିଲେ ବିଧାୟକ। ପଶ୍ଚିମବଙ୍ଗରେ ବାଂଲାଦେଶୀଙ୍କୁ ଭର୍ତ୍ତି କରୁଛି କିଏ ବୋଲି ପ୍ରଶ୍ନ କଲେ ସନ୍ତୋଷ।ସାଂସଦ ମୋଇତ୍ରା ପୋଲିସ୍ ଅଧିକାରୀମାନଙ୍କୁ ଚେତାବନୀ ଦେବା ସହ କହିଛନ୍ତି ଯେ ଏହି ମାମଲାକୁ କୋର୍ଟରେ ଉଠାଯିବ। ସେ କହିଛନ୍ତି, “ବିଧିଗତ ଭାବେ ରୋଜଗାର କରୁଥିବା ବଙ୍ଗାଳୀଙ୍କୁ…

Read More

ଗୁଜରାଟର ଭାବନଗରରେ ବାହାଘର ପାଇଁ ବେଦୀ ସଜାହେବା ବଦଳରେ ସେଠି କୋକେଇ ସଜା ହୋଇଛି । ବିବାହକୁ ନେଇ ଯେଉଁଠି ଖୁସିର ମାହୋଲ ଥିଲା ସେଠି ଦୁଃଖ-ଶୋକ ଖେଳିଯାଇଛି ।ଜଣେ ୨୪ ବର୍ଷୀୟ ଯୁବତୀଙ୍କୁ ତାଙ୍କ ବିବାହର ୧ ଘଣ୍ଟା ପୂର୍ବରୁ ହତ୍ୟା କରିଛି ବର । ଶାଢୀ ଓ ଟଙ୍କାକୁ ନେଇ ବଚସା ହେବାରୁ ଏପରି କରୁଣ ପରିଣିତି ଘଟିଛି ।ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୋନି ଓ ସଜନ ବିବାହ ପୂର୍ବରୁ ପ୍ରାୟ ଦେଢବର୍ଷ ହେବ ଏକାଠି ରହୁଥିଲେ । ପରିବାର ବିରୋଧରେ ଯାଇ ସେମାନେ ଏକାଠୀ ରହୁଥିଲେ । ସେମାନଙ୍କ ନିର୍ବନ୍ଧ ସରିଥିଲା । ବିବାହ ପ୍ରସ୍ତୁତି ଚାଲିଥିଲା । ପ୍ରାୟ ସମସ୍ତ ରୀତିନୀତି ସମାପ୍ତ ହୋଇଥିଲା । ଶନିବାର ରାତିରେ ସେମାନଙ୍କର ବିବାହ ହେବାର ଥିଲା । ହେଲେ ବିବାହ ନୁହେଁ ହତ୍ୟାକାଣ୍ଡ ଘଟିଲା । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ।…

Read More

ଭିଟାମିନ୍ C ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ । ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ସହ ଶରୀରକୁ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । ଭିଟାମିନ୍ C ଥଣ୍ଡା କାଶକୁ ସିଧାସଳଖ ପ୍ରଭାବିତ କରେ ନାହିଁ, କିନ୍ତୁ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ସଂକ୍ରମଣ ସହିତ ଲଢ଼ିବାରେ ସାହାଯ୍ୟ କରେ । ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରତିଦିନ ୨୫୦ ମିଲିଗ୍ରାମରୁ ୧ ଗ୍ରାମ ଭିଟାମିନ୍ C ଗ୍ରହଣ କରିବା ଦ୍ୱାରା ଥଣ୍ଡା ହେବାର ଆଶଙ୍କା ଯଥେଷ୍ଟ ହ୍ରାସ ପାଇଥାଏ । ପ୍ରତିଦିନ ଭିଟାମିନ୍ C ସେବନ କରିବା ଦ୍ୱାରା ଥଣ୍ଡାରେ ପୀଡିତ ବ୍ୟକ୍ତି ଶୀଘ୍ର ସୁସ୍ଥ ହୋଇଯାଆନ୍ତି । ତେବେ ଭିଟାମିନ୍ C ହୃଦ୍ ରୋଗ ସହିତ ଲଢ଼ିବାରେ ମଧ୍ୟ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଭିଟାମିନ୍ C ଶରୀରରେ ଫୁଲାକୁ ହ୍ରାସ କରେ, ହେଲଦି ବ୍ଲଡ଼ ସେଲସ ବୃଦ୍ଧି କରେ ଏବଂ କୋଲେଷ୍ଟ୍ରଲ…

Read More

ମନ୍ଦିରର ଶୀର୍ଷରେ ପବନରେ ଉଡୁଥିବା ତ୍ରିକୋଣୀୟ ପତାକା ବା ବାନାକୁ ଦେଖି କେବେ ଆପଣଙ୍କ ମନରେ ପ୍ରଶ୍ନ ଆସିଛି କି ଏହା ତ୍ରୀକୋଣୀୟ କାହିଁକି ହୋଇଥାଏ ?ବିଜ୍ଞାନ ଅନୁଯାୟୀ, ତ୍ରିଭୁଜ ହେଉଛି ଏପରି ଏକ ଆକୃତି ଯାହା ବଢୁଥିବା ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ । ଅର୍ଥାତ ଏଥିରୁ ବାହାରୁଥିବା ଶକ୍ତି ସର୍ବଦା ଉପର ଦିଗରେ ପ୍ରବାହିତ ହୋଇଥାଏ । ଶକ୍ତିକୁ ଉପରକୁ ଟାଣିବା ପାଇଁ ମନ୍ଦିରର ଶୀର୍ଷରେ ଉଡୁଥିବା ପତାକା ମଧ୍ୟ ସମାନ ନୀତି ଉପରେ ନିର୍ମିତ । ଯେତେବେଳେ ତ୍ରିକୋଣୀୟ ପତାକା ପବନରେ ଉଡ଼ିଥାଏ, ଏହାର ସୂକ୍ଷ୍ମ ଆକୃତି ମନ୍ଦିର ଉପର ବାୟୁମଣ୍ଡଳରେ ଉପସ୍ଥିତ ସକରାତ୍ମକ ତରଙ୍ଗକୁ କେନ୍ଦ୍ରୀଭୂତ କରିଥାଏ । ଏହି ଉପାୟରେ, ଏହି ପତାକା ମନ୍ଦିର ପରିସରରେ ଶକ୍ତିକୁ ବିସ୍ତାର କରିଥାଏ ।ତ୍ରିଭୁଜ କେବଳ ଏକ ଆକୃତି ନୁହେଁ, ହିନ୍ଦୁ ଦର୍ଶନରେ ଏହାକୁ ଏକ ରହସ୍ୟମୟ ସଙ୍କେତ ଭାବରେ ବିବେଚନା କରାଯାଏ । କୁହାଯାଏ…

Read More

ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ତାଙ୍କର ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଛାଡପତ୍ରର ୪ ବର୍ଷ ପରେ ପୁଣି ଦ୍ବିତୀୟ ବିବାହ କଲେ ଅଭିନେତ୍ରୀ ସାମନ୍ଥା ରୁଥ୍ । ଅଭିନେତ୍ରୀ ସାମନ୍ଥା ଏବଂ “ଦି ଫ୍ୟାମିଲି ମ୍ୟାନ୍” ନିର୍ଦ୍ଦେଶକ ରାଜ ନିଦିମୋରୁ ଆଜି କୋଏମ୍ବାଟୁରର ଇଶା ଯୋଗ କେନ୍ଦ୍ରର ଲିଙ୍ଗ ଭୈରବୀ ମନ୍ଦିରରେ ବିବାହ କରିଥିଲେ। ଏବେ ସେମାନଙ୍କ ବିବାହ ଫଟୋ ଖୁବ୍ ଜୋରରେ ଭାଇରଲ ହେଉଛି । ଏହି ଦମ୍ପତି ଏକ ସରଳ ଢଙ୍ଗରେ ବିବାହ କରିଥିଲେ। ବିବାହ ପରେ ସାମନ୍ଥାଙ୍କୁ ଏକ ଦାମୀ ଉପହାର ମିଳିଛି। ଏହି ଉପହାର ଆଉ କେହି ନୁହେଁ, ସ୍ବାମୀ ଦେଇଛନ୍ତି। ରାଜ ସାମନ୍ଥାଙ୍କୁ ଏକ ସୁନ୍ଦର ଘର ଉପହାର ଦେଇଛନ୍ତି। ଏହି ଘର ହାଇଦ୍ରାବାଦର ଜୁବୁଲି ହିଲ୍ସରେ ଅବସ୍ଥିତ। ବିବାହ ସମୟରେ ସାମନ୍ଥାଙ୍କୁ ଘରର ଚାବି ଦେଇଥିଲେ। ସିଟାଡେଲ ଶୁଟିଂ ସମୟରେ ସାମନ୍ଥା…

Read More

ଆଜି ବିଧାନସଭାରେ ଉଠିଛି ଶୀତଳ ଭଣ୍ଡାର କଥା । ରାଜ୍ୟରେ ଶୀତଳଭଣ୍ଡାର ନେଇ ଗୃହରେ ସରଗରମ ଆଲୋଚନା ହୋଇଛି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ୩୩ଟି ବେସରକାରୀ ଓ ୨ଟି ସରକାରୀ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି। ବିଗତ ୧୦ ବର୍ଷରେ ରାଜ୍ୟରେ ୨୬ଟି ଶୀତଳ ଭଣ୍ଡାର ନିର୍ମାଣ ହୋଇଛି। ଏବେ ୨୨ଟି କାର୍ଯ୍ୟକ୍ଷମ ଓ ୪ଟି କାର୍ଯ୍ୟକ୍ଷମ ନାହିଁ। ଯେଉଁଥିରେ ୨୦ଟି ସରକାରୀ ଓ ୭୮ଟି ବେସରକାରୀ ଶୀତଳଭଣ୍ଡାର ରହିଛି। ସବ ଡିଭିଜନ ସ୍ତରରେ ୫୮ଟି ନିର୍ମାଣ ଲକ୍ଷ୍ୟ, ରଖାଯାଇଛି। ୨୫୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ୧୫ଟି ନୂଆ ଓ ୨ଟି ଅଚଳ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ଦରଖାସ୍ତ ପହଞ୍ଚିଛି। ୨ଟି ଅଚଳ ହୋଇପଡ଼ିଥିବା ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ଦରଖାସ୍ତ ପହଞ୍ଚିଛି। ଯେଉଁଥିରୁ ୫ଟିକୁ ସରକାର ଅନୁମୋଦନ ଦେଇଛନ୍ତି। ସରକାର ସବସିଡି ଦେବା ସହ…

Read More

ରାଞ୍ଚି ପରେ ରାୟପୁରରେ ଶତକୀୟ ଇନିଂସ ଖେଳିଲେ କିଙ୍ଗ କୋହଲି । ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆରେ ୯୦ ବଲରେ ଶତକ ହାସଲ କରିଛନ୍ତି ବିରାଟ କୋହଲି । ଏହା ବିରାଟଙ୍କ ଦିନିକିଆ କ୍ୟାରିୟରର ୫୩ତମ ଶତକ । ଏହା ପୂର୍ବରୁ ରାଞ୍ଚିରେ ୧୩୫ ରନର ଦମଦାର ଇନିଂସ ଖେଳିଥିଲେ ବିରାଟ କୋହଲି । ​​​​​​​ଦିନିକିଆରେ ୫୩ ତମ ଶତକ ମାରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି କିଙ୍ଗ କୋହଲି। ଏହା ପୂର୍ବରୁ ଦିନିକିଆରେ ୫୦ଟି ଶତକ ମାରି ସଚିନ ତେନ୍ଦୁଲକର ନୂଆ ରେକର୍ଡ ସୃଷ୍ଟି କରିଥିଲେ । ସଚିନଙ୍କ ରେକର୍ଡ କୁ ପଛରେ ପକାଇଛନ୍ତି କିଙ୍ଗ କୋହଲି। ଆନ୍ତଜାର୍ତିୟ କ୍ୟାରିୟରେ ଏହାକୁ ଲଗେଇ ୮୪ ତମ ଶତକ ହାସଲ କଲେ ବିରାଟ । ୯୩ଟି ବଲରେ ୧୦୨ ରନ୍ ସଂଗ୍ରହ କରିଛନ୍ତି ବିରାଟ । ଶତକୀୟ ଇନିଂସରେ ୭ ଟି ଚୌକା ସହ ୨ଟି ଛକା ମାରିଛନ୍ତି ବିରାଟ ।

Read More

ଆଜି ଭାରତୀୟ ମୁଦ୍ରା “ଟଙ୍କା”ର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି । ପ୍ରଥମ ଥର ପାଇଁ ଡଲାର ତୁଳନାରେ ୯୦ସ୍ତର ଅତିକ୍ରମ କରିଛି ଟଙ୍କା । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଡଲାରର ସ୍ଥାନୀୟ ଚାହିଦା ବୃଦ୍ଧି ଏବଂ ବିଦେଶୀ ନିବେଶକଙ୍କ ଦ୍ୱାରା ଲାଭ ଆଦାୟ ଯୋଗୁଁ ଟଙ୍କାର ହ୍ରାସ ଘଟିଛି। ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଟଙ୍କା ଆହୁରି ହ୍ରାସ ପାଇବ କି? ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଆଗାମୀ ଦିନରେ ଡଲାର ତୁଳନାରେ ଏଥିରେ ଆହୁରି ହ୍ରାସ ଦେଖାଯାଇପାରେ, ଟଙ୍କା ୯୧ ସ୍ତର ଅତିକ୍ରମ କରିବାର ସମ୍ଭାବନା ରହିଛି। ତଥାପି, ଫେଡ୍‌ ପକ୍ଷରୁ ସୁଧ ହାର ହ୍ରାସ ଏବଂ ଆରବିଆଇ ଏମ୍‌ପିସିର ମନୋଭାବ ଆଧାରରେ ଟଙ୍କା ତାର ଗତି ପରିବର୍ତ୍ତନ କରିପାରେ। ତେବେ ଆମେରିକୀୟ ଡଲାର ତୁଳନାରେ ମୁଦ୍ରା ଆଜି ମଧ୍ୟାହ୍ନ ୧୨ ଟା ସୁଦ୍ଧା ୯୦.୩୦ରେକର୍ଡ ସର୍ବନିମ୍ନ ସ୍ତରକୁ ଖସିଯାଇଛି । ଆଜି ଖସିଥିବା…

Read More