ଆଜିଠାରୁ କଡା କଡ଼ି ଯାଞ୍ଚ। ଟ୍ରାଫିକ୍ ନିୟମ ପାଳନ କରୁନଥିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଣିକି ମାଲବାହି ଯାନ ଯାତ୍ରୀ ପରିବହନ କଲେ ସମ୍ପୃକ୍ତ ଗାଡିର ପଞ୍ଜିକରଣ ରଦ୍ଧ କରାଯିବ। ଏନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏପରି ଅଭିଯାନ ଆସନ୍ତା ମାସ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପରେ ସମାନ ଢଙ୍ଗରେ ଯାଞ୍ଚ ଜାରି ରହିବ।ମାଲ୍ବାହି ଗାଡି ଯାତ୍ରୀଙ୍କୁ ନେବା ଆଣିବା କଲେ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ପଞ୍ଜିକରଣ ରଦ୍ଦ କରାଯିବ।
ଆଜିଠାରୁ ଟ୍ରାଫିକ୍ ନିୟମ ପାଳନ କରୁନଥିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ
By madhulekha1 Min Read
