ଜ୍ୟୋତିଷଙ୍କ ମତରେ ପାଦ ବଦଳରେ ଅଣ୍ଟାରେ କଳା ସୂତା ବାନ୍ଧିବା ଅତ୍ୟନ୍ତ ଶୁଭଦାୟକ। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଅଣ୍ଟାରେ କଳା ସୂତା ପିନ୍ଧୁଥିଲେ ବୋଲି କୁହାଯାଏ। ଅଣ୍ଟାରେ କଳା ସୂତା ବାନ୍ଧିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହ ରୋଗ ହେବାର ଆଶଙ୍କା କମ୍ ରହିଥାଏ। ମେରୁଦଣ୍ଡ ମଧ୍ୟ ମଜବୁତ ହେବ। ଯେଉଁମାନଙ୍କର ଶନି ଗ୍ରହ। ତେବେ ବେକରେ ଯଦି କଳା ସୂତା ପିନ୍ଧିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଏହାକୁ ସାନି ଦେବଙ୍କ ମୂର୍ତ୍ତିରେ ସ୍ପର୍ଶ କରି ଆଣନ୍ତୁ। ହନୁମାନଙ୍କ ପ୍ରତ୍ତିମୂର୍ତ୍ତରେ ମଧ୍ୟରେ ଅନୁରୂପ ଭାବେ କରିପାରିବେ।
ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାଦରେ କଳା ସୂତା ବାନ୍ଧିବା ଆଦୌ ଠିକ୍ ନୁହେଁ। ଅନେକ ଲୋକ ପାଦରେ କଳା ସୂତା ବାନ୍ଧୁଛନ୍ତି କିନ୍ତୁ ଏପରି କରିବାଠାରୁ ଦୂରେଇ ରୁହନ୍ତୁ। ହିନ୍ଦୁ ଧର୍ମରେ କଳା ସୂତାକୁ ରକ୍ଷା ସୂତ୍ର ବୋଲି ବିବେଚନା କରାଯାଏ। ଐଭଳି କ୍ଷେତ୍ରରେ କଳା ସୂତାକୁ ପାଦରେ ବାନ୍ଧିବା ଅଶୁଭ ହୋଇଥାଏ।