ପ୍ରତ୍ୟକ ଲୋକଙ୍କର ଅଲଗା ଅଲଗା ବ୍ଲଡ଼ ଗ୍ରୁପ ହୋଇଥାଏ l ଲୋକଙ୍କ ଶରୀରରେ 4ରୁ 6 ଲିଟର ଯାଏ ବ୍ଲଡ଼ ରହିଥାଏ l ଆଉ ଏହି ସବୁ ବ୍ଲଡ଼ ମଣିଷ ଶରୀରରେ ମିସି ମଣିଷର ଚାଲି ଚଳନକୁ ନିୟନ୍ତ୍ରଣ କରିଥାଏ l ଏବଂ ପ୍ରତ୍ୟକ ଲୋକଙ୍କର 4 ପ୍ରକାରର ବ୍ଲଡ଼ ଗ୍ରୁପ ହୋଇଥାଏ ଆଉ ସେସବୁ ହେଲା A ,B ,AB , O ବ୍ଲଡ଼ ଗ୍ରୁପର ହୋଇଥାଏ l ଆଉ ଏହିସବୁକୁ ବ୍ଲଡ଼ ଗ୍ରୁପ ଗୁଡିକ 8 ପ୍ରକାରର ହୋଇଥାଏ l ଯେମିତିକି ପଜେଟିଭ ଓ ନେଗେଟିଭ ହୋଇଥାଏ l ଏବଂ ଏହି ବ୍ଲଡ଼ ଗ୍ରୁପ ଗୁଡିକ କେବଳ ମଣିଷ ଶରୀରର ଲାଲ ରକ୍ତ କୋଷିକା ଦ୍ୱାରା ହିଁ ନିର୍ଦ୍ଧାରିତ ହୋଇଥାଏ l
ତେବେ ଆଜି ଆମେ ଆପଣଙ୍କୁ O ବ୍ଲଡ଼ ଗ୍ରୁପ ବିଷୟରେ କହିବୁ l ” O ବ୍ଲଡ଼ ଗ୍ରୁପର ଲୋକମାନେ କେମିତି ହୋଇଥାନ୍ତି l ହୁଏତ କିଛିବ୍ୟକ୍ତି ଜାଣି ନଥିବେ ଯେ ଆଜିଠୁ ହଜାର ହଜାର ବର୍ଷ ତଳେ ଯେବେ ମଣିଷମାନେ କଞ୍ଚା ମାଂସ ଖାଉଥିଲା ଏବଂ ସେମାନଙ୍କୁ ଯେତେବେଳେ ଖାଦ୍ୟ କଣ ବୋଲି ଜଣାନଥିଲା ଠିକ ସେତିକି ବେଳେ ଅଧିକାଂଶ ମଣିଷଙ୍କ ଦେହରେ O+ ରକ୍ତ ରହୁଥିଲା l ଯେମିତି ଯେମିତି ମଣିଷ ବହୁତ କିଛି ଖାଇବା ଶିଖିଲା ନିଜଜୁ ପରିବର୍ତନ କରିଲା କିଛି ନୂଆ ନୂଆ କରିବାକୁ ଲାଗିଲା ସେହି ଅନୁସାରେ ମଣିଷ ର ବ୍ଲଡ଼ ଗ୍ରୁପ ବଦଳିବାକୁ ଲାଗିଲା l ଏହା ରସର୍ଚ୍ଚରୁ ମଧ୍ୟ ଜଣା ପଡିଛି l O ବ୍ଲଡ଼ ଗ୍ରୁପ ସବୁଠୁ ପୁରୁଣା ବ୍ଲଡ଼ ଗ୍ରୁପ l O ବ୍ଲଡ଼ ଗ୍ରୁପ ରେ O+ ଓ O-ନେଗେଟିଭ ଥାଏ l O+ ଲୋକ ମାନଙ୍କୁ ଥଣ୍ଡା ଖୁବ ଶୀଘ୍ର ଧରିଥାଏ ତେଣୁ ଏମାନେ ଆମିଷ ଖାଇବା ଭଲ ହୋଇଥାଏ l
ଏହି ବ୍ୟକ୍ତି ମାନେ ଲିଡରସିପର କ୍ଷମତା ରଖନ୍ତି ସ୍ୱତନ୍ତ୍ର ଭାବରେ l ଏହି ବ୍ୟକ୍ତିଙ୍କୁ ଅନ୍ୟାନ୍ୟ କ୍ଷେତ୍ରରେ ଅନେକ ପ୍ରକାରର ଆଲରଜିକ ଥାଏ ସେଥିପାଇଁ ଆପଣଙ୍କୁ ଆମିଷ ସେବନ ଅଧିକ କରିବା ଉଚିତ l O ବ୍ଲଡ଼ ଗ୍ରୁପର ବ୍ୟକ୍ତିମାନେ ବନ୍ଧାକୋବି ଓ ଫୁଲକୋବି ଖାଇବା ଅଉଚିତ ଯଦି ଆପଣ ଖାଆନ୍ତି ତାହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ l ଏବଂ ନଡ଼ିଆ ଓ ନଡ଼ିଆ ପାଣି ଆପଣଙ୍କ ସେବନ କ୍ଷେତ୍ରରେ ହାନିକାରକ ହୋଇଥାଏ l ଏହି ପରି ବ୍ୟକ୍ତି ମାନେ ସାଧାରଣ ତ ଗ୍ରୀନ ଟି ଓ କଫି ସେବନ କଲେ ସୁସ୍ଥତା ଅନୁଭବ କରିଥାନ୍ତି l ଏହି ବ୍ୟକ୍ତି ମାନଙ୍କ ସ୍ୱଭାବ ସାଧାରଣତ ରାଗି ବା କ୍ରୋଧଶିଳ ହୋଇଥାଏ ଯାହା ଦ୍ୱାରା ଏମାନେ ଖୁବ ଶୀଘ୍ର ବିଚଳିତ ହୋଇ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି lଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।