ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର । ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଶେଷ କରିବା ପାଇଁ ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ମୁଖ୍ୟ ପ୍ରସାସକ ।କୋଭିଡ ବେଳେ ସୌନ୍ଦର୍ଯ୍ୟକରଣ କାମ ପାଇଁ ବନ୍ଦ ଥିଲା। କିପରି ଭକ୍ତମାନେ ଭିତରକୁ ଯାଇ ଦର୍ଶନ କରିପାରିବେ ସେ ନେଇ ଅନୁଧ୍ୟାନ ପରେ ପରିଚାଳନା କମିଟି ବୈଠକରେ ଆଲୋଚନା ହେବ।ଖୁବଶୀଘ୍ର କାର୍ଯ୍ୟ ସରିବା ପରେ ଭକ୍ତଙ୍କ ପାଇଁ ଖୋଲି ପାରେ ଗୁଣ୍ଡିଚା ମନ୍ଦିର। ଗୁଣ୍ଡିଚା ମନ୍ଦିରରେ ବିଭିନ୍ନ କାର୍ଯ୍ୟ ଚାଲିଥିବାରୁ ଭକ୍ତଙ୍କ ପାଇଁ ଦୀର୍ଘ ଦିନ ହେବ ଏହା ବନ୍ଦ ରହିଛି।