ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ଆମ୍ବୁଲାନ୍ସ ଉତ୍ସର୍ଗୀକୃତ ସମାରୋହ । ରାଜ୍ୟରେ ଗଡିବ ୪୨୮ଟି ୧୦୮ ନୂଆ ଆମ୍ବୁଲାନ୍ସ । ନୂଆ ଆମ୍ବୁଲାନ୍ସ ରୋଗୀଙ୍କ ସେବାରେ ନିୟୋଜିତ ହେବ । ଆମ୍ବୁଲାନ୍ସ ସେବା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମ ପର୍ଯ୍ୟାୟରେ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଛି। ୧୧୧ କୋଟି ଟଙ୍କାରେ ୪୨୮ଟି ନୂଆ ଆମ୍ବୁୁଲାନ୍ସ ଗଡ଼ିବାର ଯୋଜନା ଅଛି। ଅଚଳ ଆମ୍ବୁଲାନ୍ସ ସ୍ଥାନରେ ନୂଆ ଆମ୍ବୁଲାନ୍ସ ଗଡିବ ।
୧୦୮ ସେବାରେ ୧୫୦ଟି ନୂଆ ଆମ୍ୱୁଲାନ୍ସ
By madhulekha1 Min Read
