ଖୁଣ୍ଟାଥାନା ଅଧିନ ଆରପଟା ଗାଁର ରାଜେନ୍ଦ୍ର ବିନ୍ଧାଣି ଆଜି ଅଯୋଧ୍ୟା ଫାଣ୍ଡି ଅଞ୍ଚଳରେ ଥିବା ସମ୍ପର୍କୀୟ ଶଶୁର ଘରକୁ ଆସି ନାବାଳିକା ଶାଳୀକୁ ଅଯୋଧ୍ୟା ବଜାରକୁ ବୁଲାଇବାକୁ ନେଇ ନିକଟ ବଜାରରୁ ମଦ ଏଵଂ ଥଣ୍ଡା କିଣି ଏକ ଭଡ଼ା ଘରକୁ ଶାଳୀକୁ ଡାକି ନେଇ ଥଣ୍ଡାରେ ମଦ ମିଶାଇ ଜୋର୍ ଜବରଦସ୍ତ ଦୁଷ୍କର୍ମ କରିଥିବା ଫାଣ୍ଡିରେ ଅଭିଯୋଗ ହୋଇଛି । । ଏନେଇ ଅଭିଯୋଗ ପରେ ଅଭିଯୁକ୍ତ ଥାନାରେ ଅଟକ ରହିଛି । ଯାହା ଫଳରେ ଅଧିକ ତଦନ୍ତ ଜାରି ରହିଛି ।