ହିନ୍ଦୁ ଶାସ୍ତ୍ର ଅନୁସାରେ ଚାଣକ୍ୟ ଜଣେ ବିଦ୍ୱାନ ଏବଂ ଜ୍ଞ୍ୟାନୀ ଲୋକ ଥିଲେ । ଇତିହାସ ରେ ରହି ଥିବା ଏହି ମହା ଜ୍ଞ୍ୟାନୀ ଙ୍କ କଥା ଆଜିର ସମୟ ରେ କଳିଯୁଗ ରେ ସଂମ୍ପର୍ଣ୍ଣ ଭାବେ ସତ୍ୟ ହେଉଛି । ସେମିତି ରେ ଏହି ଚାଣକ୍ୟ ଙ୍କ ଏହି ଉପାୟ କୁ ସଠିକ୍ ଭାବେ ବ୍ୟବହାର କରିବା ଦ୍ୱାରାଆମ ଜିବନ ରେ ବହୁତ ଗୁଡିଏ ଭଲ ଦିନ ଆସି ଥାଏ । ତେବେ ମହିଳା ଙ୍କ ବହୁତ ଜିନିଷ ରହିଛି ଜାହାକୁ ଦେଖିବା ଦ୍ୱାରା ମହାପାପ ର ଭାଗୀଦାରୀ ହେବାକୁ ପଡ଼େ।
ପ୍ରଥମେ ଯେଉଁ ବ୍ୟକ୍ତି ମହିଳା ବା ମାଆ ମାନଙ୍କର ପିଲା କୁ ସ୍ଥନ ପାନ କରଉ ଥିବାର ଦେଖି ନିଜର ମନରେ ଖରାପ୍ ଭାବନା ଆଣି ଥାଏ । ତେବେ ସେମାନେ ହିଁ ମହାପାପ ର ଭାଗୀ ଦାରୀ ହୋଇ ଥାନ୍ତି । ଏହା କରିବା ଦ୍ଵାରା ନର୍କ ରେ ପଡିବା ଭଳି ସମାନ ହୋଇ ଥାଏ ।
ସେହିପରି କୈଣସି ମହିଳା ଙ୍କ ସ୍ନାନ ଲୁଚି ଦେଖିବା ପୁରୁଷ ଙ୍କର ଉଚିତ୍ ନୁହେଁ । ଏମିତି ରେ ସେହି ବ୍ୟକ୍ତି ଙ୍କ ଜିବନ ରେ ଏମିତି କିଛି ସମସ୍ୟା ଆସିଥାଏ । ଯାହାକୁ ସମାଧାନ କରିବା ସହଜ ନୁହେଁ। ଯଦି କୈଣସି ପୁରୁଷ ମହିଳା ମାନଙ୍କୁ ମୁତ୍ର ତ୍ୟାଗ କରିବାର ଦେଖିଲେ ତେବେ ସେମାନେ ନିଜର ବିପଦ କୁ ଟାଣି ଆଣିବା ସହିତ ସମାନ ହୋଇଥାଏ ।ଏମାନଙ୍କ ମୃତ୍ୟୁ ବି ବହୁତ କଷ୍ଟ ପୂର୍ଣ୍ଣ ହୋଇ ଥାଏ । ସେଥି ପାଇଁ ଚାଣକ୍ୟ ଙ୍କ ମତରେ ନାରୀଙ୍କୁ ସବୁ ବେଳେ ସମ୍ମାନ ଦେବା ଉଚିତ୍ ଅଟେ ।