ଏହି ପୋଷ୍ଟରେ ସେ ଲେଖିଛନ୍ତି, “ହୃଦୟକୁ ଦ୍ୱିତୀୟ ଥର ଛୁଇଁବା ଏକ ଆତ୍ମାକୁ ଆଜୀବନ ସ୍ପର୍ଶ କରିବା ସହିତ ସମାନ।” ଏଥିସହିତ “ଶୁଭ ସକାଳ” ମଧ୍ୟ ସେ ଲେଖିଛନ୍ତି। ସୋମବାର ମୁମ୍ବାଇର ଶିବାଜୀ ପାର୍କରେ ରାଜ ଠାକରେଙ୍କ ଦ୍ୱାରା ଆୟୋଜିତ ଦୀପାବଳି ପାର୍ଟିରେ ଅର୍ଜୁନ ଖବରଦାତାଙ୍କ ସହିତ କଥାବାର୍ତ୍ତା କରୁଥିବାବେଳେ କହିଛନ୍ତି, “ମୁଁ ଏବେ ସିଙ୍ଗଲ୍ ଅଛି।” ତେବେ ଗତ ମାସରେ ପିତାଙ୍କ ଦୁଃଖଦ ମୃତ୍ୟୁ ପରେ ଅର୍ଜୁନ କପୁର ମଲାଇକା ପାଖରେ ଠିଆ ହୋଇଥିଲେ। ଅର୍ଜୁନ କପୁର ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡକୁ ସମବେଦନା ଜଣାଇବା ସହ ଏହି ଦୁଃଖଦ ଘଟଣା ପରେ ତାଙ୍କ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ହୋଇଥିବା ଫଟୋ ଦେଖିବାକୁ ମିଳିଥିଲା।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।