ଆଜିର ଦିନ ସମସ୍ତ ବାପା ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଗୋଟେ ପରିବାରରେ ସବୁବେଳେ ଜଣେ ବାପା ମୁଖ୍ୟ ହୋଇଥାନ୍ତି। ସବୁ ବିପଦ ଆପଦକୁ ପ୍ରଥମେ ସେ ହିଁ ସାମ୍ନା କରିଥାନ୍ତି।ଜୀବନକାଳ ମଧ୍ୟରେ ସନ୍ତାନର ଛାଇ ହୋଇ ରହିଥିବା ପିତାଙ୍କ ଯୋଗଦାନକୁ ସମ୍ମାନ ଦେବାକୁ ଯାଇ ପ୍ରତିବର୍ଷ ଜୁନ୍ ମାସର ତୃତୀୟ ରବିବାରକୁ “ବିଶ୍ୱ ପିତୃ ଦିବସ” ରୂପେ ପାଳନ କରାଯାଏ । ଚଳିତ ବର୍ଷ ୧୫ ଜୁନ୍ ଅର୍ଥାତ୍ ଆଜିର ଦିନରେ ପିତୃ ଦିବସ ପାଳନ କରାଯାଉଛି । ଆଜିକା ସମୟରେ fathers day ପାଇଁ କେତେ କଣ କରାଯାଉଛି। ଯେପରି Whatsapp, Facebook ରେ ସ୍ୱତନ୍ତ୍ର ମେସେଜ୍ ପଠାଇ wish କରିବା, ବଡ ବଡ ହୋଟେଲକୁ ଯାଇ ଖାଇବା, କେକ କାଟିବା, ବୁଲିବାକୁ ଯିବା, gift ଦେବା ଇତ୍ୟାଦି।
ଏସବୁ କରିବା ଉଚିତ କିନ୍ତୁ ଏହି ଗୋଟିଏ ଦିନର celebrate ପାଇଁ ନୁହେଁ। ସେମାନଙ୍କୁ ତ ପ୍ରକୃତ ଖୁସି ସେତେବେଳେ ମିଳିଥାଏ ଯେତେବେଳେ ତାଙ୍କର ଦରକାର ସମୟରେ ନିଜ ପିଲା ତାଙ୍କ ସାହାରା ହୋଇଥାନ୍ତି।ଏହି ଗୁରୁତ୍ୱପୂର୍ଣ ଖବର ଅନ୍ୟଙ୍କୁ ଶେୟର କରିବା ସହ ଆମକୁ ଫୋଲୋ (FolIow) କରନ୍ତୁ ।