ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା କରାଯାଇ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦିନକୁ ଦିନ ରାଜ୍ୟରେ ମହିଳାଙ୍କୁ…
Browsing: ମନୋରଞ୍ଜନ
ପ୍ରଖ୍ୟାତ ଆସାମୀ ଗାୟିକା ଗାୟତ୍ରୀ ହଜାରିକାଙ୍କର ଶୁକ୍ରବାର ଦିନ ୪୪ ବର୍ଷ ବୟସରେ ଆସାମର ଗୌହାଟୀର ନେମକେୟାର ହସ୍ପିଟାଲରେ ପରଲୋକ ଘଟିଛି। ଗାୟିକା ଜଣକ Colon କର୍କଟ ରୋଗରେ ପୀଡିତ ଥିଲେ। ଆସାମର ସାଂସ୍କୃତିକ ଏବଂ ସଙ୍ଗୀତମୟ…
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆପଲ ସିଇଓ ଟିମ୍ କୁକଙ୍କୁ ଭାରତରେ ଫ୍ୟାକ୍ଟ୍ରିସ୍ଥାପନ ନକରିବାକୁ କହିଛନ୍ତି। ସେ କହିଛନ୍ତି ଯେ ସେ ଚାହାଁନ୍ତି ନାହିଁ ଯେ ଆପଲ୍ ଭାରତରେ ଆଇଫୋନ୍ ଉତ୍ପାଦନ କରୁ। ଟ୍ରମ୍ପଙ୍କ ଏହି ବୟାନକୁ…
‘ଦମନ’ ପରି ଏକ ସଫଳ ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟସ୍ତରରେ ପୁରସ୍କୃତ ଓ ପ୍ରଶଂସିତ ହେବା ସହ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଥିବା ନିର୍ଦ୍ଦେଶକ ଯୋଡି ଦେବୀ ପ୍ରସାଦ…
ବାରରେ କେବଳ ଗୀତ ଗାଇବା ଓ ବାଜିବାକୁ ଅନୁମତି ଦିଆଯାଇଛି। ମାତ୍ର ନୃତ୍ୟକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ଅଣାଯାଇଥିବା ଏହି ଗାଇଡଲାଇନର ଉଲଂଘନ କଲେ ଲାଇସେନ୍ସଧାରୀଙ୍କ ଲାଇସେନ୍ସ ବାତିଲ କରାଯିବ ବୋଲି ଆଜି…
ବଲିଉଡ ଅଭିନେତ୍ରୀ ସନି ଲିଓନ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଥାନ୍ତି | ଆଜିକାଲି ସେ ନିଜ ପ୍ରଫେସନ ଏବଂ ବ୍ୟକ୍ତିଗତ ଜୀବନ ସହିତ ଜଡିତ ସବୁ ଅପଡେଟ ନିଜ ଫ୍ୟାନ୍ସଙ୍କ ସହିତ ସେୟାର କରିଥାନ୍ତି |…
ଦୁଇ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଗ ଧରି ସମାଜିକ ଗଣମାଧ୍ୟମରେ ସମାଲୋଚନାର ଶିକାର ହୋଇଥିବା ଆଧ୍ୟାତ୍ମିକ ପ୍ରବଚକ ଜୟା କିଶୋରୀ ମୁହଁ ଖୋଲିଛନ୍ତି। ସେ ବିବାଦ ଉପରେ ପ୍ରତିକ୍ରିୟା ରଖି ବଡ଼ କଥା କହିଛନ୍ତି।ସେ କହିଛନ୍ତି, ସବୁବେଳେ…
ସାଉଥ ସିନେମାର ଲୋକପ୍ରିୟ ଅଭିନେତା ପ୍ରଭାସ। ତାଙ୍କର ଉତ୍କୃଷ୍ଟ ଅଭିନୟ-ଆକ୍ସନ ସମସ୍ତଙ୍କ ହୃଦୟ ଜିତିଛି। ହେଲେ ତାଙ୍କ ବ୍ୟକ୍ତିଗତ ଜୀବନ ସୋସିଆଲ ମିଡିଆରେ ସବୁବେଳେ ଏକ ହଟ୍ ପ୍ରସଙ୍ଗ ହୋଇ ରହିଥାଏ। ହାଇଦ୍ରାବାଦର ଏକ ବଡ଼ ବ୍ୟବସାୟୀଙ୍କ…
ଫେମସ ପୋଡକାଷ୍ଟର ଏବଂ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ପୁଣି ଥରେ ବିବାଦ ଘେରରେ। ଭାରତ ଏବଂ ପାକିସ୍ତାନ ଉତ୍ତେଜନା ମଧ୍ୟରେ, ସେ ସୋସିଆଲ ମିଡିଆରେ ଏପରି ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିପାଇଁ ୟୁଜର୍ସମାନେ ଏବେ ତାଙ୍କୁ…
ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ବିଭ୍ରାନ୍ତିକର ଥମ୍ବନେଲ୍ କିମ୍ବା ଟାଇଟଲ୍ ଥିବା ଭିଡିଓ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥିର କରିଛି। ଏହା ଭାରତରୁ ଆରମ୍ଭ ହେବ। ଏଥିପାଇଁ, ବ୍ରେକିଂ ନ୍ୟୁଜ୍ କିମ୍ବା ସାମ୍ପ୍ରତିକ ଘଟଣା…
ଚଳଚ୍ଚିତ୍ର ଅଭିନେତା ରାଜପାଲ ଯାଦବଙ୍କ ପିତାଙ୍କ ଦେହାନ୍ତ । ଗତ କିଛି ଦିନ ସେ ଧରି ଅସୁସ୍ଥ ଥିଲେ। ଏନେଇ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରାଜପାଲ ଯାଦବ ଥାଇଲ୍ୟାଣ୍ଡରେ ଥିଲେ।…
ସମୁଦ୍ର କୂଳରେ ଯୋଗ କରିବା ଅଭିନେତ୍ରୀଙ୍କୁ ପଡିଲା ମହଙ୍ଗା ପଡିଛି। ଚାଲିଗଲା ଜୀବନ । ଥାଇଲାଣ୍ଡର ଦ୍ୱୀପରେ ଋଷର ଅଭିନେତ୍ରୀ କମିଲା ବେଲ୍ୟାତ୍ସକାୟା ଯୋଗ ଅଭ୍ୟାସ କରୁଥିବା ବେଳେ ସମୁଦ୍ରର ଜୁଆର ମାଡି ଆସିବାରୁ ତାଙ୍କର ମୃତ୍ୟୁ…