Browsing: ମନୋରଞ୍ଜନ

ପୁଣି ନିଜ କମେଡ଼ି ଅବତାରକୁ ଫେରୁଛନ୍ତି ଅଭିନେତା ଅକ୍ଷୟ କୁମାର। ସୋମବାର ନିଜ ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ଭେଟି ସ୍ଵରୂପ ତାଙ୍କ ନୂଆ ଫିଲ୍ମ ‘ଭୂତ୍ ବଙ୍ଗଲା’ର ପ୍ରଥମ ଲୁକ୍ ଶେୟାର କରିଛନ୍ତି ଅକ୍ଷୟ। ଉଭୟ ଏକାଠି…

ଘୋଷଣା ହୋଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶୁକ୍ରବାର ଘୋଷଣା କରିଛି ୭୦ତମ ଜାତୀୟ ପୁରସ୍କାର। ଏଥିରେ ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି।ଦିନେ ଏହି ସିନେମାକୁ ରିଲିଜ କରିବା…

ବଲିଉଡ୍‌ ଅଭିନେତା-ନିର୍ଦ୍ଦେଶକ ତଥା ଭାଜପା ଏମ୍‌ପି କଙ୍ଗନା ରାଣାଓ୍ବତଙ୍କ ଫିଲ୍ମ ‘ଏମରଜେନ୍ସିଂ’ ନାନାଦି ବିବାଦ ପରେ ରିଲିଜ ହେଉଛି। ଜାନୁଆରୀ ୧୭ରେ ଏହା ପରଦାକୁ ଆସିବ।ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି।ଏହାପୂର୍ବରୁ…

ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପୁଣି ଅଡୁଆରେ । HIBOX ଆପ୍ ସହିତ ୫୦୦ କୋଟି ଟଙ୍କା ଠକେଇ ମାମଲାରେ ପୋଲିସ୍‌ ନୋଟିସ୍ ଜାରି କରିଛି। ଏହି ଦୁର୍ନୀତି ମାମଲାରେ ଜେରା ପାଇଁ ରିୟାଙ୍କୁ ନୋଟିସ୍ ପଠାଇଛି…

ପଶ୍ଚିମବଙ୍ଗର କଲକାତାରେ ବିଜେପିର ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ରୂପା ଗାଙ୍ଗୁଲୀଙ୍କୁ ଗିରଫ କରିଛି ପୁଲିସ। ସେ ବାଂସଦ୍ରୋଣୀ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ।ସାରା ରାତି ରୂପା ଗାଙ୍ଗୁଲୀ ଥାନା ବାହାରେ ବସି ରହିଥିବାବେଳେ ଗୁରୁବାର ପଶ୍ଚିମବଙ୍ଗ…

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପତି ବିଜୟ ଆଉ ଫିଲ୍ମରେ ଦେଖାଯିବେ ନାହିଁ। ଅଭିନେତା ଫିଲ୍ମରୁ ସନ୍ୟାସ ନେବାକୁ ମନସ୍ଥ କରିଛନ୍ତି। ନିଜ ପ୍ରଡକ୍ସନ ହାଉସ ଦ୍ବାରା ଏକ ଭିଡିଓ ରିଲିଜ କରି ସେ ଏହା ଘୋଷଣା…

ନିଶା ମହାରଣାଙ୍କ ଉପରେ ହୋଇଥିବା ଚେୟାର ମାଡ଼କୁ ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଚେୟାର ମାଡ଼ ପୂର୍ବରୁ ଯୁବକ ଜଣକ ତାଙ୍କୁ ଅଶ୍ଲୀଳ ଇଙ୍ଗିତ କରିଥିବା ନିଶା ଏଫ୍‌ଆଇଆର୍‌ରେ ଲେଖିଛନ୍ତି। ତେଣୁ ସମ୍ପୃକ୍ତ ବ୍ୟକ୍ତିଙ୍କ…

ସଲମାନ ଖାନଙ୍କ ଫିଲ୍ମ ସିକନ୍ଦରଙ୍କ ଘୋଷଣା ପରଠୁ ପ୍ରଶଂସକ ଉତ୍କଣ୍ଠା ବଢି ଯାଇଛି। ଆଜି ଦବଙ୍ଗ ଖାନଙ୍କ ଏହି ଫିଲ୍ମର ପ୍ରଥମ ଝଲକ ଟିଜର ଭାବେ ସାମ୍ନାକୁ ଆସିଛି। ପ୍ରାୟ ଦେଢ ମିନିଟ୍‌ର ଏହି ଟିଜରରେ ବନ୍ଧୁକ…

୪ଦିନ ତଳେ ମତ୍ୟୁବରଣ କରିଥିବା ସ୍ଥାନୀୟ ଡୁଙ୍ଗର ଗ୍ରାମର ମୃତ ଚାଷୀ ପୂର୍ଣଚନ୍ଦ୍ର ଦଳେଇଙ୍କ ପରିବାର ଲୋକଙ୍କୁ ଅଭିନେତ୍ରୀ ରାଣୀ ପଣ୍ଡା ଶୁକ୍ରବାର ଆର୍ଥିକ ସହାୟତାର ଯୋଗାଇ ଦେଇଛନ୍ତି। ତେବେ ପୂର୍ଣଚନ୍ଦ୍ର କିଛି ଋଣ କରି ଚାଷ…

ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଘରର ଛବି ବଦଳି ଯାଇଛି । କହିବାକୁ ଗଲେ, ଘରର ସୁରକ୍ଷା ଏବେ ବଢ଼ାଇ ଦିଆଯାଇଛି । ସଲମାନଙ୍କ ଜୀବନ ପ୍ରତି ଥିବା ବିପଦକୁ ନଜରରେ ରଖି ତାଙ୍କ ବାଲକୋନିକୁ ବୁଲେଟପ୍ରୁଫ୍…

ଅଭିନେତ୍ରୀ ମଲାଇକା ଆରୋରାଙ୍କ ଉପରେ ଦୁଃଖର ପାହାଡ ଛିଡିପଡ଼ିଛି। ଅଭିନେତ୍ରୀଙ୍କ ବାପା ଅନିଲ ଆରୋରା ଏହି ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ପିତା ଅନିଲ ଆରୋରାଙ୍କର ଦେହାନ୍ତ ହୋଇଛି। ଅନିଲ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତାଙ୍କ…

ଓସ୍କାର ବିଜୟିନୀ ଅଭିନେତ୍ରୀ ମାଗି ସ୍ମିଥ୍‌ଙ୍କର ଶୁକ୍ରବାର ସକାଳେ ଲଣ୍ଡନର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ସେ ‘ହ୍ୟାରି ପୋଟର୍’ରେ ପ୍ରଫେସର ମିନର୍ଭା ମ୍ୟାକଗୋନାଗାଲ୍ ଭୂମିକାରେ ଅଭିନୟ କରିଥିଲେ। ‘ଦି ପ୍ରାଇମ୍…