ଭଦ୍ରକ ଗ୍ରାମାଞ୍ଚଳ ଥାନା ବନ୍ଧଗାଁ ପଞ୍ଚାୟତରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ୬ ମାସ ପରେ ଆଉ ଏକ ହତ୍ୟାକାଣ୍ଡ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବନ୍ଧ ଗାଁ ଗ୍ରାମର ଗଗନ…
Browsing: ଅପରାଧ
ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର । ପୁରୀ ପ୍ରାଣୀ ଚିକିତ୍ସାଳୟ ସେକ୍ସନ ଅଫିସର ମନୋଜ ମହାନ୍ତି । ଇଲେକ୍ଟ୍ରି ଗାଡି କରାଇବାକୁ ଲାଞ୍ଚ ନେଇ ଧରାପଡିଲେ । ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ…
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଚଢେୟାପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ଶାଳୀକୁ ରାସ୍ତାରେ ହାଣି ହତ୍ୟା କଲା ଭିଣୋଇ ।ଜମିଜମା ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ…
କୋରାପୁଟ ଜିଲ୍ଲା ନନ୍ଦପୁରରେ ସ୍ବାମୀକୁ ଗଛରେ ବାନ୍ଧି ପତ୍ନୀକୁ ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀଙ୍କୁ ହତ୍ୟା କରି ନାଟକ ରଚିଥିଲା ସଇତାନ ସ୍ବାମୀ ମହେନ୍ଦ୍ର ଖରା ।…
ଗତକାଲି ସଂଧ୍ୟାରେ କେନ୍ଦୁଝର ଜିଲ୍ଲା କେଶଦୁରାପାଳ ମହିଳା ରାଜସ୍ବ ନିରୀକ୍ଷକଙ୍କୁ ରେକର୍ଡ ପତ୍ର ଧରି ତହସିଲ କାର୍ଯ୍ୟାଳୟକୁ ଆସିବାକୁ ତହସିଲଦାର କହିଥିଲେ । ହେଲେ ରାଜସ୍ବ ନିରୀକ୍ଷକ ଜଣକ ଅମଙ୍ଗ ହେବାରୁ ତହସିଲଦାର ତାଙ୍କୁ ଫୋନ୍ ଯୋଗେ…
ଦରମା ରିଲିଜ୍ କରାଇବାକୁ ଲାଞ୍ଚ ନେଇ ବନ୍ଧା ହେଲେ କଲେଜ ପ୍ରିନ୍ସିପାଲ୍। ନୟାଗଡ ଜିଲ୍ଲା ବାହାଡ଼ାଝୋଲା ଦଧିବାମନଜୀଉ କଲେଜ ପ୍ରିନ୍ସିପାଲ୍ ନଳିନୀ ରଞ୍ଜନ ଭୂୟାଁ କଲେଜର ଜଣେ କର୍ମଚାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା…
ଖାକିରେ ଲାଗିଲା ଦାଗ । ରକ୍ଷକ ସାଜିଥିବା ପୋଲିସ ନିଜେ ପାଲଟିଲା ଭକ୍ଷକ । ପୋଷାକର ମର୍ଯ୍ୟାଦାକୁ ଭୁଲି ସମ୍ପର୍କୀୟ ଭାଣିଜୀଙ୍କୁ ଦୁଷ୍କର୍ମ କରିବା ଉଦ୍ୟମ କରି ଗିରଫ ହୋଇଛନ୍ତି କନେଷ୍ଟବଳ ବିରଞ୍ଚି ମୁଣ୍ଡା । ସୂଚନା…
ଭାଇ ବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ, ସଜ୍ଜା ଭୋଗିଲେ ଦେଢ଼ଶୁର। ଏକ ଦୁଷ୍କର୍ମ ଅଭିଯୋଗ ମାମଲାର ଶୁଣାଣି କରି ଆଜି ରାୟ ପ୍ରକାଶ କରିଛନ୍ତି କଟକ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟ। ଦୁଷ୍କର୍ମକାରୀକୁ…
ଖାଇବା ବେଳେ ଅଣ୍ଡା ତରକାରୀ ନ ଦେବାରୁ ସ୍ତ୍ରୀକୁ ଚୁଲିଫୁଙ୍କାରେ ବାଡେଇ ମାରିଲା ସ୍ୱାମୀ । ଏଭଳି ଅଭାବନୀୟ ହତ୍ୟାକାଣ୍ଡ ଘଟିଛି ଉଦଳା ଥାନା କୁଟଲିଂ ବନ୍ଧସାହି ଗ୍ରାମରେ । ଅଭିଯୁକ୍ତ ସ୍ୱାମୀକୁ ଉଦଳା ଥାନା ପୋଲିସ…
ମହଙ୍ଗା ପଡିଲା ଗୋମାଂସ ବିକ୍ରି କରିବା । ଦୁଇ ବ୍ୟବସାୟୀଙ୍କୁ ଧରି ନିର୍ଧୁମ ଛେଚିଲେ ଉତ୍ତ୍ୟକ୍ତ ଲୋକେ । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗୋମାଂସ…
ମଦ୍ୟପ ବାପାର ନୃଶଂସ କାଣ୍ଡ । ୭ ମାସର ଶିଶୁକନ୍ୟାକୁ କଚାଡି ମାରିଲା ବାପା। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା କଣ୍ଟାପାଳ ଗାଁରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହରୁ ଶିଶୁକନ୍ୟାକୁ ମାରିଥିବା ଜଣାପଡିଛି ।ସୂଚନାନୁଯାୟୀ,…
ଭୁବନେଶ୍ୱର ଇନ୍ଫୋଭାଲି ଥାନା ଅଂଚଳରେ ପୁଣି ଗୁଳିକାଣ୍ଡ । କିଛି ଯୁବକ ଭୋଜି କରୁଥିବା ସମୟରେ କଥା କଟାକଟି ନେଇ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ନୟାପଲ୍ଲୀ ଅଞ୍ଚଳର ରାଜେଶ ଦାସ ନାମକ ଯୁବକ ଗୁଳି…