ସ୍ୱାମୀର ମାଡ଼ରେ ଗର୍ଭବତୀ ସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗ । ଭଦ୍ରକ ତିହିଡ଼ି ଥାନା ତାଳପଦା ଗାଁରୁ ଏହି ଖବର ଆସିଛି । ୪ ମାସର ଗର୍ଭବତୀଙ୍କୁ ତାଙ୍କ ସ୍ୱାମୀ ନିଶାଗ୍ରସ୍ତ ଅବସ୍ଥାରେ ନୃଶଂସ ଭାବେ ହତ୍ୟା କରିଥିବା…
Browsing: ଅପରାଧ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଁଳାକଟା ଗାଁରେ ଘଟିଛି ଅଭାବନୀୟ ଘଟଣା । ସ୍ୱାମୀର ପରକୀୟା ପ୍ରୀତିକୁ ସ୍ତ୍ରୀ ବାରଣ କରିବାରୁ ତଣ୍ଟିଚିପି ହତ୍ୟା କଲା ପିଶାଚ ସ୍ୱାମୀ । ଯାହାକୁ ନେଇ ମୃତ ମହିଳାଙ୍କ ପରିବାର…
ବାଲି ମାଫିଆଙ୍କ ଗୁଣ୍ଡାରାଜ । ବାଲି ମାଫିଆଙ୍କ ମାଡ଼ରେ ଲହୁ ଲୁହାଣ ଖଣି ଅଧିକାରୀ । ବାଲେଶ୍ବର ରେମୁଣା କାଠସଙ୍ଗଡାରେ ବାଲି ମାଫିଆଙ୍କ ଆକ୍ରମଣରେ ଜୁନିୟର ମାଇନିଂ ଅଫିସର ତାପସ କୁମାର ବେହେରା ଆହତ । ତାଙ୍କୁ…
ସମ୍ବଲପୁରର ଜମନକିରା ତହସିଲ ଅନ୍ତର୍ଗତ ଗୌଡ଼ପାଲି ରାଜସ୍ୱ ସର୍କଲ ଅନ୍ତର୍ଗତ ରାଜସ୍ୱ ନିରୀକ୍ଷକ (RI) ଭୀଷ୍ମ ପ୍ରଧାନ ଜଣେ ଅଭିଯୋଗକାରୀଙ୍କଠାରୁ ସେମାନଙ୍କ ସପକ୍ଷରେ ROR (ଜମି ପଟ୍ଟା) ପ୍ରଦାନ କରିବା ପାଇଁ ୪୦,୦୦୦ ଟଙ୍କା ଲାଞ୍ଚ ଦାବି…
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଗାଇସିଲେଟ ବ୍ଲକ ଡାଙ୍ଗବାହାଲ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ।ମନରେଗା ବିଲ୍ କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା ।…
କୋରାପୁଟ ଜିଲା ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ମନରେଗା ଟଙ୍କା ରିଲିଜ କରିବାକୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ଦ୍ୱାରା ଧରା ପଡିଛନ୍ତି। ଲମତାପୁଟସ୍ଥିତ ସରକାରୀ କ୍ୱାଟର୍ସଠାରେ ଏହି ୮…
ରାଜା ରଘୁବଂଶୀ ହତ୍ୟା ମାମଲାରେ ପତ୍ନୀ ସୋନମଙ୍କ ଗିରଫଦାରୀ ପରେ ଅନେକ ଖୁଲାସା ହେଉଛି। ବିବାହ ପୂର୍ବରୁ ମଧ୍ୟ ସୋନମ ‘ବିଧବା’ ହେବାକୁ ଯୋଜନା କରିଥିଲେ।ଇନ୍ଦୋରର ପରିବହନ ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ତାଙ୍କ ନିଜ ପତ୍ନୀ ସୋନମ…
ସ୍ନାନପୂର୍ଣ୍ଣିମାରେ ପୁରୀରେ ହତ୍ୟାକାଣ୍ଡ । ଗୁଡିଆ ସାହିରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତ । ତାଙ୍କ ବୟସ ୮୩ ବର୍ଷ ବୋଲି କୁହାଯାଉଛି । ପୂର୍ବଶତ୍ରୁତାରୁ…
ଗଜପତି ଜିଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁର ଜଣେ ମହିଳାଙ୍କ ଗଳାକାଟି ହତ୍ୟା କରିଛି ସ୍ବାମୀ। ମୃତ ମହିଳା ଜଣଙ୍କ ହେଲେ ମୋନିକା ପାଇକ। ଘଟଣାସ୍ଥଳରୁ ସ୍ବାମୀ ନରେନ୍ଦ୍ର ପାଇକ ଫେରାର ହୋଇଯାଇଥିବା ବେଳେ ଘରେ…
ଗଜପତି ଜିଲା ମୋହନା ଥାନା କୁଇହୁରୁ ଗାଁରେ ୬୦ ବର୍ଷର ବୃଦ୍ଧ କାମ୍ବି ମଳିକଙ୍କୁ ହତ୍ୟା ଘଟଣା। ପୋଲିସ ସୋମବାର ୧୦ ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ସେମାନଙ୍କ ମଧ୍ୟରୁ ୮ ଜଣ ମହିଳାଥିବା ବେଳେ ଦୁଇଜଣ…
ପୁଣି ସ୍ୱାମୀର ବର୍ବର କାଣ୍ଡ। ପ୍ରଥମେ ସ୍ତ୍ରୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କଲା। ପରେ ନିଜେ ସ୍ତ୍ରୀର କଟା ମୁଣ୍ଡକୁ ଧରି ଥାନାରେ ପହଞ୍ଚି ଆତ୍ମସମର୍ପଣ କଲା। ଶୁକ୍ରବାର ଦିନ ରାତିରେ ବେଙ୍ଗାଲୁରୁର ଆନେକାଲର ଚାନ୍ଦପୁରା ନିକଟବର୍ତ୍ତୀ…
ଖୁଣ୍ଟାଥାନା ଅଧିନ ଆରପଟା ଗାଁର ରାଜେନ୍ଦ୍ର ବିନ୍ଧାଣି ଆଜି ଅଯୋଧ୍ୟା ଫାଣ୍ଡି ଅଞ୍ଚଳରେ ଥିବା ସମ୍ପର୍କୀୟ ଶଶୁର ଘରକୁ ଆସି ନାବାଳିକା ଶାଳୀକୁ ଅଯୋଧ୍ୟା ବଜାରକୁ ବୁଲାଇବାକୁ ନେଇ ନିକଟ ବଜାରରୁ ମଦ ଏଵଂ ଥଣ୍ଡା କିଣି…