Author: Madhulekha

ଆଲୋକର ପର୍ବ ଦୀପାବଳି । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହାକୁ ଲୋକମାନେ ବିଭିନ୍ନ ପାରମ୍ପରିକ ଢଙ୍ଗରେ ପାଳନ କରିଥାନ୍ତି । ଖ୍ରୀଷ୍ଟପୂର୍ବ ୫୨୭ରେ ମହାବୀରଙ୍କର ଏହି ଦିନ ନିର୍ବାଣ ପ୍ରାପ୍ତି ହୋଇଥିବାରୁ, ସେମାନେ ଦୀପାବଳି ପାଳନ କରନ୍ତି । ଏହି ଅବସରରେ ଦୀପ ଜଳାଯାଏ ଏବଂ ମିଷ୍ଟାନ୍ନ ବଣ୍ଟାଯାଏ । ଦୀପାବଳୀରେ ସମଗ୍ର ଭାରତରେ ଦିବ୍ୟ ଜନନୀଙ୍କର ନାନା ରୂପରେ ପୂଜା କରାଯାଏ । ବଙ୍ଗଳା, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳୀରେ ମାଆ କାଳୀଙ୍କ ପୂଜା କରାଯାଏ । କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ । ମାଟିରେ ତିଆରି ମୂର୍ତ୍ତି ସହ ବିଭିନ୍ନ ଶକ୍ତି ପୀଠରେ ଏହା ପାଳିତ ହୁଏ । ସେହିପରି ଭାରତର ଅନ୍ୟାନ୍ୟ ଅଂଶରେ ଦୀପାବଳୀ ଲକ୍ଷ୍ମୀ ପୂଜା କରାଯାଏ । ବିଶେଷ କରି, ଉତ୍ତର ଭାରତରେ ମହାଲକ୍ଷ୍ମୀଙ୍କ ରୂପରେ ଦେବୀଙ୍କ…

Read More

ପ୍ରୋଟିନ୍ ଅଭାବକୁ ଦୂର କରିବା ପାଇଁ ଅନେକ ଲୋକ ପ୍ରୋଟିନ୍ ପାଉଡର ଖାଆନ୍ତି, କିନ୍ତୁ ଏହା ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ। ମାଂସ ଏବଂ ମାଛ ପ୍ରୋଟିନର ସର୍ବୋତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ। କାହିଁକିନା ଏଥିରେ ଅନେକ ପ୍ରୋଟିନ୍ ଥାଏ । କିନ୍ତୁ ଯେଉଁମାନେ ସାଧା ଖାଦ୍ୟ ଖାଆନ୍ତି ସେମାନଙ୍କ ପାଇଁ ଏହି ଖାଦ୍ୟ ପ୍ରୋଟିନ ଦେଇଥଏ | ଯଥା ଫଳ ଏବଂ ପନିପରିବା ଯେଉଁଥିରେ ଭରପୁର ମାତ୍ରାରେ ପ୍ରୋଟିନ୍ ରହିଛି । ଏହି ଖାଦ୍ୟ ଗୁଡ଼ିକୁ ଆମର ଦୈନନ୍ଦିନ ଖାଦ୍ୟର ଏକ ଅଂଶ । ଏହା ଖାଇବା ଦ୍ବାରା ଶରୀରରେ ପ୍ରୋଟିନର ଅଭାବ ଦେଖାଯାଏ ନାହିଁ । ପିଜୁଳି :ପିଜୁଳି ଖାଇବାକୁ ଅଧିକାଂଶ ଲୋକଙ୍କୁ ଭଲଲାଗେ। ଏହା ଖାଇବାକୁ ମଧ୍ୟ ବହୁତ ସ୍ୱାଦିଷ୍ଟ । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ପିଜୁଳିରେ ପ୍ରୋଟିନ୍ ଭରପୁର ମାତ୍ରାରେ ରହିଛି । ଖାଦ୍ୟରେ ସବୁ ବୟସର…

Read More

ପଇଡ଼ ପାଣି କିଏବା ପିଇବା କୁ ଭଲ ନ ପାଏ | ଏହା ସ୍ବାସ୍ଥ୍ୟ ପାଇଁ ବେଶ ହିତକର । ଏଥିପାଇଁ ଅଧିକାଂଶ ଲୋକେ ସକାଳୁ ପଇଡ ପାଣି ପିଇବାକୁ ଭଲ ପାଆନ୍ତି। ଏହାକୁ ପିଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । ପଇଡ ପାଣିରେ ପାଣିରେ ପୋଟାସିୟମ୍, ସୋଡିୟମ୍, କାର୍ବୋହାଇଡ୍ରେଟ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର କରିବାରେ ସାହାର୍ଯ୍ୟ କରିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଅଧିକ ପରିମାଣରେ ପଇଡ ପାଣି ପିଇଲେ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତି ହୋଇପାରେ । ତେବେ ଆସନ୍ତୁ ଜାଣିବା, ପଇଡ ପାଣି ପିଇଲେ କଣ ସବୁ ସମସ୍ୟା ଦେଖାଦେଇଥାଏ । ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ : ଯଦିଓ ପଇଡ଼ ପାଣି ଏକ ମିଠା ପାନୀୟ ନୁହେଁ, ଏଥିରେ କାର୍ବୋହାଇଡ୍ରେଟ୍ ଏବଂ କ୍ୟାଲୋରୀ ଅଧିକ ଥାଏ।ଯଦି…

Read More

ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କୁ ସ୍ଵର୍ଗ ଭଳି ଶଶୁର ଘର ମିଳିଥାଏ । ଯେଉଁଠି ତାଙ୍କୁ କୌଣସି ପ୍ରକାରର ଅସୁବିଧା ହୁଏ ନାହିଁ । ସେମାନେ ବହୁତ ଖୁସିରେ ରୁହନ୍ତି । ସର୍ବ ପ୍ରଥମେ ଆପଣଙ୍କୁ କହିଦେଉଛୁ ଯେ ଯେଉଁ ମଣିଷ ଭଲ ହୋଇଥାଏ ତାହ ସହିତ ଭଲ ହିଁ ହୁଏ । ଆଜି ଆମେ ଯେଉଁ ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ ସେମାନଙ୍କର ହୃଦୟ ବହୁତ ଭଲ ଅଟେ । କୁହାଯାଏ କି ସେମାନେ ନିଜର ହୃଦୟରେ କାହା ପାଇଁ କିଛି ଖରାପ ଭାବନା ରଖନ୍ତି ନାହିଁ । ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସେଥିପାଇଁ ତାଙ୍କୁ ବହୁତ ଭଲ ଶଶୁରଘର ମିଳିଥାଏ । ଏହି ନାମର ଝିଅମାନଙ୍କୁ ଶାଶୁ ଶଶୁର ନିଜ ମୁଣ୍ଡରେ ବସାଇ ରଖିଥାନ୍ତି । ଏହା ସହିତ ଆପଣଙ୍କୁ କହିଦେଉଛୁ ଯେ ଏହି ନାମର ଝିଅମାନଙ୍କୁ ତାଙ୍କର ସ୍ଵାମୀମାନେ ବହୁତ ଭଲ ପାଆନ୍ତି…

Read More

ତ୍ଵଚାକୁ ସୁସ୍ଥ ରଖିବା ପାଇଁ ନିୟମିତ ଭାବେ ଅଣ୍ଡା ଖାଇବାକୁ ଅଭ୍ୟାସ କରନ୍ତୁ। ଅଣ୍ଡାରେ ଥିବା ଆମିନୋଏସିଡ୍ ମଧ୍ୟ କୋଲାଜେନ୍ ପ୍ରସ୍ତୁତି ପାଇଁ ଆବଶ୍ୟକ। ଆମ୍ବ ସମୟରେ ପ୍ରାତଃଭୋଜନରେ କିଛି ଆମ୍ବ ଜୁସ୍ ସହିତ ଗୋଟିଏ ଅଣ୍ଡାର ଆମ୍ଲେଟ୍ ଆପଣଙ୍କ ପାଇଁ ଉପଯୁକ୍ତ ପ୍ରାତଃଭୋଜନ ହେବ ଉଚିତ । ଟମାଟୋରେ ରୋଗ ପ୍ରତିରୋଧକ ଶକ୍ତି ସହିତ ଚାରିଟି ଗୁରୁତ୍ୱପୂର୍ଣ୍ଣ କାରୋଟେନଏଡ୍(ଆଲ୍ଫା କାରୋଟିନ୍, ବିଟା କାରୋଟିନ୍, ଲ୍ୟୁଟିନ୍ ଏବଂ ଲାଇକୋପିନ୍) ପ୍ରଚୁର ପରିମାଣରେ ମହଜୁଦ ଥାଏ। ଏହା ତ୍ୱଚାକୁ ସୁନ୍ଦର କରିବା ସହିତ କର୍କଟ ରୋଗ ଏବଂ ହୃଦ୍‌ରୋଗରୁ ରକ୍ଷା କରେ। ଅଲିଭ୍ ତେଲରେ ଟମାଟୋକୁ ରୋଷେଇ କଲେ ତାର ଗୁଣ ଅପରିବର୍ତ୍ତିତ ରହିଥାଏ। ଗ୍ରୀନ୍ ଟି’ରେ ପ୍ରଚୁର ପରିମାଣରେ କାଟେଚିନ୍ ନାମକ ଆଣ୍ଟିଅକ୍ସିଡାଣ୍ଟ ଭରପୁର ହୋଇଥାଏ। ଯାହାକି ହୃତପିଣ୍ଡକୁ ସୁସ୍ଥ ରଖେ। ଏହା ମଧ୍ୟ ଶରୀରରୁ ସମସ୍ତ ପ୍ରକାର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ଉଲ୍ଳେଖନୀୟ ଭୂମିକା ଗ୍ରହଣ କରିଥାଏ। ପରୋକ୍ଷରେ…

Read More

ଶୀତଦିନେ ଥଣ୍ଡା ପଡୁଥିବାରୁ ଆମ ଦେହରେ ରୋଗପ୍ରତିରୋଧକ ଶକ୍ତି କମ୍‌ ହୋଇଯାଏ। ଯେଉଁ କାରଣରୁ ଲେକେ ଖୁବ୍‌ଶୀଘ୍ର ରୋଗରେ ପଡ଼ି ଯାଆନ୍ତି। ଏଠାରେ ଏପରି କେତେକ ଜିନିଷ ସମ୍ପର୍କରେ ସୂଚନା ଦିଆଯାଇଛି, ଯାହାକୁ ନିଜ ଡାଏଟ୍‌ରେ ସାମିଲ୍‌ କରି ନିଜକୁ ଶୀତଦିନେ ସୁସ୍ଥ ରଖିପାରିବେ। ରସୁଣ:ପ୍ରତ୍ୟେକ ଦିନ ଖାଲି ପେଟରେ ୧ରୁ ୨ଟି କୋଲା ରସୁଣ ଡାଏଟ୍‌ରେ ସାମିଲ୍‌ କରିବା ଉଚିତ। ଏହାଦ୍ବାରା ରସୁଣରେ ଥିବା ଆଣ୍ଟିଅକ୍ସିଡାଣ୍ଟସ୍‌ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଯାହାଦ୍ବାରା ସଂକ୍ରମଣ ଆଶଙ୍କା କମ୍‌ ହୋଇଯାଏ। ଖଟା ଫଳ: କମଳା, ସପୁରୀ, ପିଜୁଳି, ଅଙ୍ଗୁର ଭଳି ଖଟା ଫଳକୁ ନିଜ ଡାଏଟ୍‌ରେ ସାମିଲ୍‌ କରନ୍ତୁ। ଏଥିରୁ ଭିଟାମିନ୍‌ ସି’ ଭୂରପୂର ମାତ୍ରାରେ ରହିଛି। ଯାହା ଶୀତଦିନେ ହେଉଥିବା କାଶ, ଥଣ୍ଡା, ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ। କନ୍ଦମୂଳ: ସକାଳ ଓ ସନ୍ଧ୍ୟାରେ ଭୋକ ଲାଗିଲେ ଗୋଟିଏ ସିଝା କନ୍ଦମୂଳ ଖାଇବା ଦ୍ବାରା ରୋଗରୁ ରକ୍ଷା…

Read More

କେଉଁ ରୋଗୀମାନଙ୍କୁ ଅଦାଠାରୁ ଦୂରେଇ ରହିବା ଦରକାର, ତାହା ଆପଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା ସେ ବିଷୟରେ…। ୧.ଯେଉଁ ଲୋକମାନଙ୍କୁ କୌଣସି ପ୍ରକାରର ରକ୍ତ ବିକାର ରହିଥାଏ, ସେମାନଙ୍କୁ ଅଦାର ସେବନ କମ ବା ଜମା ବି କରିବା କଥା ନୁହେଁ । ଖାସ୍‌ କରି ହେମୋଫିଲିଆରେ ପୀଡ଼ିତ ରୋଗୀ । କାରଣ ଅଦା ରକ୍ତକୁ ପତଳା କରିବାରେ ସାହାଯ୍ୟ କରିଥାଏ ୨. ଗର୍ଭବତୀ ଥିବା ମହିଳା ମାସ ଆରମ୍ଭରୁ ସକାଳ ସମୟରେ ହେଉଥିବା ସମସ୍ୟା ପାଇଁ ଅଦା ଖାଇବା ଭଲ । କିନ୍ତୁ ପ୍ରସବ ହେବାକୁ ଥିବା ଶେଷ କିଛି ମାସ ପୂର୍ବରୁ ଅଦାଠାରୁ ଦୂରେଇ ରହିବା ଦରକାର । କାରଣ ଶେଷ କିଛି ମାସ ପୂର୍ବରୁ ଅଦା ଖାଇବା ଦ୍ୱାରା ପ୍ରିମ୍ୟାଚ୍ୟୁର ଡ଼େଲିଭରି ହେବାର ଆଶଙ୍କା ରହିଥାଏ । ୩. ମଧୁମେହ ଏବଂ ଉଚ୍ଚ ରକ୍ତଚାପ ପାଇଁ ନିୟମିତ ଭାବରେ ଔଷଧ ଖାଉଥିବା ଲୋକମାନେ ଅଦା ନ…

Read More

ଗରମ ଦିନ ଆସିଲେ ପ୍ରାୟ ସମସ୍ତେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରନ୍ତି। ଏଥିନିମନ୍ତେ ଲୋକମାନେ ପ୍ରଥମେ ଫ୍ରିଜରେ ଥଣ୍ଡା ପାଣି ରଖିବା ଆରମ୍ଭ କରି ଦିଅନ୍ତି। ଅନେକ ଲୋକ ଏମିତି ଥାଆନ୍ତି ଯେଉଁମାନେ ଥଣ୍ଡା ପାଣି ନ ପିଇଲେ ତାଙ୍କ ଶୋଷ ମେଣ୍ଟି ନଥାଏ ବା ପାଣି ପିଇଲା ଭଳି ଲାଗି ନଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି ଥଣ୍ଡା ପାଣି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଖରା ଦିନେ ଥଣ୍ଡା ପାଣି ପିଇବା ଶରୀରକୁ କି ପ୍ରକାର କ୍ଷତି ପହଞ୍ଚାଇଥାଏ । ଥଣ୍ଡା ପାଣି ପିଇଲେ ରକ୍ତ ନଳୀ ସଙ୍କୁଚିତ ହୋଇଯାଇଥାଏ। ଯାହାଦ୍ୱାରା ପାଚନ ପ୍ରକ୍ରିୟା ଦୁର୍ବଳ ହୋଇଯାଏ। ଆଉ ଖାଦ୍ୟ ଠିକ୍ ଭାବରେ ହଜମ ନହେବା ଦ୍ୱାରା ଶରୀରକୁ ଏହାର ପୌଷ୍ଟିକ ତତ୍ୱ ମିଳିପାରି ନଥାଏ। ଏହାସହ ଫ୍ରିଜ୍‌ରେ କୁତ୍ରିମ ପ୍ରକ୍ରିୟାରେ ତଥା ସାମାନ୍ୟଠୁ ଅଧିକ ତାପମାନରେ ରହିଥାଏ। ଯାହା ଶରୀର ପାଇଁ…

Read More

ପୁରାଣ ଅନୁସାରେ, ରାକ୍ଷସ ଶୁମ୍ଭ ଓ ନିଶୁମ୍ଭଙ୍କ ଅତ୍ୟାଚାରରେ କେବଳ ପୃଥିବୀବାସୀ ନୁହନ୍ତି, ସ୍ୱର୍ଗର ଦେବତାମାନେ ମଧ୍ୟ ଅତିଷ୍ଠ ହୋଇ ପଡ଼ିଥିଲେ। ବ୍ରହ୍ମାଙ୍କ ଆଶୀର୍ବାଦରେ ବଳୀୟାନ୍‌ ହୋଇଥିବା ଶୁମ୍ଭ-ନିଶୁମ୍ଭ ସ୍ୱର୍ଗ ଉପରେ ଆକ୍ରମଣ କରି ଦେବରାଜ ଇନ୍ଦ୍ରଙ୍କୁ ପରାସ୍ତ କରିବାକୁ ଚାହୁଁଥିଲେ। ଏହି ଦୁଇ ରାକ୍ଷସଙ୍କ ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ଦେବତାମାନେ ମହାମାୟା ମା’ ଦୁର୍ଗାଙ୍କୁ ସ୍ମରଣ କରିଥିଲେ। ଦୁର୍ଗା ନିଜ ଅଂଶର ଅନ୍ୟ ଏକ ସ୍ୱରୂପ ଅର୍ଥାତ୍‌ ମା’ କାଳୀ ରୂପ ନେଇ ଶୁମ୍ଭ-ନିଶୁମ୍ଭ ରାକ୍ଷସଙ୍କୁ ବଧ କରିଥିଲେ। ତେବେ ଶୁମ୍ଭ-ନିଶୁମ୍ଭଙ୍କୁ ନିପାତ କରି ସାରିବା ପରେ ମଧ୍ୟ ମା’ କାଳୀ ଶାନ୍ତ ହୋଇ ନ ଥିଲେ। ମା’ଙ୍କ ରକ୍ତମୁଖା ରୂପ ଦେଖି ଦେବତାମାନେ ମଧ୍ୟ ଭୟ ପାଇ ଯାଇଥିଲେ। ଶେଷରେ ମା’ କାଳୀଙ୍କୁ ତାଙ୍କ ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଭଗବାନ ଶିବ ତାଙ୍କ ଯିବା ବାଟର ଭୂମିରେ ଶୟନ କଲେ। ଆଉ ମା’ କାଳୀ…

Read More