ବଲିଉଡ ଫିଲ୍ମ ମେକର କରନ ଜୋହର ନିକଟରେ ସୋସିଆଲ ମିଡିଆରୁ ବିରତି ନେବାର ନିଷ୍ପତ୍ତି ଘୋଷଣା କରି ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଡିଜିଟାଲ ଭାବରେ ଡିଟକ୍ସ କରିବାକୁ ଯୋଜନା କରୁଛନ୍ତି, ତେଣୁ ଆଗାମୀ ସପ୍ତାହ ପାଇଁ, ସେ ସୋସିଆଲ ମିଡିଆ ମାଧ୍ଯମରେ ସ୍କ୍ରଲିଂ , ନୂଆ ଫୋଟୋ ପୋଷ୍ଟ କରିବା କିମ୍ବା ଷ୍ଟୋରୀ ସେୟାର କରିବାରୁ ଦୂରେଇ ରହିବେ । ଏପରିକି ସେ କାହାକୁ ମେସେଜ ସେଣ୍ଡ କରିବେ ନାହିଁ କିମ୍ବା କୌଣସି ମେସେଜରେ ରିପ୍ଲାଏ ଦେବେ ନାହିଁ ବୋଲି କହିଛନ୍ତି ।
ସୋସିଆଲ ମିଡ଼ିଆରୁ ବ୍ରେକ ନେଲେ କରନ ଜୋହର
By madhulekha1 Min Read
